ମୁଁ ଏବେ ଦେଖିଲି  ଉଇକିସମ୍ମିଲନୀ ଭାରତ ୨୦୨୩ ପାଇଁ  ବୃତ୍ତି ଆବେଦନ କରିବାର ଶେଷ ତାରିଖ
୨୭ ନଭେମ୍ବର, ରବିବାର |  ଯଦି ଆପଣମାନେ ଏପର୍ଯ୍ୟନ୍ତ ବୃତ୍ତି ପାଇଁ ଆବେଦନ
କରିନାହାଁନ୍ତି, ଦୟାକରି ଏହି ପୃଷ୍ଠାକୁ ଦେଖନ୍ତୁ ଏବଂ ଓଡିଆ ୱିକି ତରଫରୁ ବୃତ୍ତି ପାଇଁ
ଆବେଦନ କରନ୍ତୁ |

https://meta.wikimedia.org/wiki/WikiConference_India_2023/Scholarships

ଶୈଳେଶ

-- 
*Sailesh Patnaik *"*ଶୈଳେଶ ପଟ୍ଟନାୟକ**"*
https://www.linkedin.com/in/sailesh-patnaik-551a10b4
*Twitter*: @saileshpat
_______________________________________________
Wikipedia-OR mailing list -- wikipedia-or@lists.wikimedia.org
To unsubscribe send an email to wikipedia-or-le...@lists.wikimedia.org

Reply via email to