ମେଳଣରେ ଭାଗନେବାକୁ ଇଚ୍ଛୁକ ଆଗ୍ରହୀ ବ୍ୟକ୍ତିମାନେ
ଦୟାକରି (http://goo.gl/Qrznv) ରେ ନିଜ ନାମଟି ପଞ୍ଜିକରଣ କରାଇ, ଓଡ଼ିଆ
ଉଇକିପିଡ଼ିଆର ମେଳଣ ପୃଷ୍ଠା (http://goo.gl/AccU6)ରେ ନିଜର ନାମଟି ଲେଖନ୍ତୁ ।


ଧନ୍ୟବାଦ ସହ
ଓଡ଼ିଆ ଉଇକି ସଂଘ
''ଓଡ଼ିଆ ଉଇକିପିଡ଼ିଆ ଅନଲାଇନରେ ଓଡ଼ିଆ ଭାଷାର ଜ୍ଞାନକୋଷକୁ ଖୋଲା ଓ ମାଗଣାରେ
 ଉପଲବ୍ଧ କରାଇବାର ଏକ ପ୍ରୟାସ ।

2nd BBSR Odia Wikipedia Workshop on 1st April 2012.
https://www.facebook.com/events/366609686703867
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to