ଆଦରର ଉଇକିଆଳି ବନ୍ଧୁଗଣ,

>
> ଜୟ ଜଗନ୍ନାଥ! ଓଡ଼ିଆରେ ଟାଇପ କରିବା ପାଇଁ ଏକ ନୂଆ ଟୁଲ "ଲେଖନୀ"[୧] ଆରମ୍ଭ କରାଗଲା
> । ଏହି ଟୁଲ ଉପରେ ପ୍ରଥମ କାମ ଆରମ୍ଭ ହୋଇଥିଲା ଅକ୍ଟୋବର ୨୦୧୧ ମୁମ୍ବାଇ ଉଇକିମିଡ଼ିଆ
> ହ୍ୟାକାଥନ ସମ‌ୟରେ । ଲେଖନୀ ଟୁଲଟି ଆଉ କିଛି ଦିନ ଭିତରେ ଓଡ଼ିଆ ଉଇକିପିଡ଼ିଆ ତ‌ଥା
> ଉଇକି ଅଭିଧାନରେ ଟାଇପ ଟୁଲ ଭାବରେ ଆସିବ । ଓଡ଼ିଆ ଶବ୍ଦର ଉଚ୍ଚାରଣକୁ ଭିତ୍ତି କରି
> ଏହା ଆରମ୍ଭ କରାଯା‌ଇଛି । ଏଥିରେ କେଉଁ କେଉଁ ଓଡ଼ିଆ ଅକ୍ଷର ବ୍ୟବ‌ହାର କଲେ କେଉଁ
> ଇଂରାଜୀ ଅକ୍ଷର ଦେଖାଯିବ ତାହା ଜାଣିବା ପାଇଁ ଏହି ଲିଙ୍କଟି[୨] ଦେଖନ୍ତୁ ।
> ବର୍ତ୍ତମାନ ଏହାକୁ ଆପଣମାନେ ପରଖ କରିପାରିବେ ଓ ଏଥିରେ ଥିବା ଭୁଲ ଭଟକା ଏହି
> ଲିଙ୍କରେ[୩] ଯାଇ ଜଣାଇପାରିବେ ।
>
> ଏହା ଉପରେ ଏକ ବ୍ଲଗ:
> http://cis-india.org/openness/blog/odia-wikipedia-gets-new-typing-solution
>
> ଆଲୋଚନା ସଭାରେ ଏହା ବାବଦରେ ଘୋଷଣା: http://bitly.com/vp-lekhani
>
> [୧]. http://or.wikipedia.org/wiki/WP:Lekhani
> [୨]. http://or.wikipedia.org/wiki/WP:Lekhani
> [୩]. http://or.wikipedia.org/wiki/Wikipedia_talk:Lekhani
>
>
> ।। ଇତି ।।
> ସୁଭ
> Subhashish Panigrahi
> Programme Officer,
> Access To Knowledge, Centre for Internet and Society
> New Delhi
> http://cis-india.org
> http://facebook.com/groups/OdiaWiki @psubhashish
>
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to