Register for this event:
http://bitly.com/bbsrwiki<http://www.facebook.com/l.php?u=http%3A%2F%2Fbitly.com%2Fbbsrwiki&h=RAQEb9S_y&s=1>
ଓଡ଼ିଆ ଉଇକିପିଡ଼ିଆ ଅନଲାଇନରେ ଉପଲବ୍ଧ ଓଡ଼ିଆ ଭାଷାର ଏକ ମୁକ୍ତ ଜ୍ଞାନକୋଷ । ଚଳିତ ମାସ
୨୯ ଜାନୁଆରୀରେ ଭୁବନେଶ୍ଵରର ଏକାଡେମି ଅଫ ମିଡ଼ିଆ ଲର୍ଣ୍ଣିଙ୍ଗରେ ଦିବା ୧୦ ଘଟିକା ସମୟରେ
ଏହାର ୯ମ ଜନ୍ମତିଥି ପାଳିତ ହେବାକୁ ଯାଉଛି । ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପରିବାର
ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଏହାକୁ ସାଫଲ୍ୟମଣ୍ଡିତ କରିବାକୁ ଅନୁରୋଧ
କରୁଛି ।

ଏଥିରେ ଆମେ ଓଡ଼ିଆ ଉଇକିପିଡ଼ିଆର ଉପଯୋଗୀତା, ଏହାର ବ୍ୟବହାର ଓ ଆପଣ କିପରି ଏଥିରେ ଭାଗ
ନେଇପାରିବେ ଓ ଜ୍ଞାନ ବିତରଣର ଏହି ମହାପ୍ରବାହ ସାମିଲ ହୋଇପାରିବେ ସେ ବାବଦରେ ଜାଣିପାରିବେ
। ଏଥିରେ ଭାଗ ନେବା ପାଇଁ ଏହି ଅନଲାଇନ ଫର୍ମଟିକୁ ଭରନ୍ତୁ: http://goo.gl/q5vnA

ଏଠାରେ ପହଞ୍ଚିବା ପାଇଁ ଗୁଗୁଲ ମାନଚିତ୍ର: http://bitly.com/amlbbsrmap
Google map to reach to the venue: http://bitly.com/amlbbsrmap
-- 

ସୁଭାସିସ ପାଣିଗାହି

ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି
ନୂଆଦିଲ୍ଲୀ
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to