ଆଦରର ଉଇକିଆଳିଗଣ, ଅନେକେ ଓଡ଼ିଆ ଉଇକିପିଡ଼ିଆରେ ଲେଖିବାବେଳେ ତଥ୍ୟସବୁ ଖୋଜିଲାବେଳକୁ ଅସୁବିଧାରେ ପଡ଼ୁଥିବେ କେଉଁଠୁ କି କି ତଥ୍ୟ ପାଇପାରିବେ, ମୁଁ ଉଇକିପିଡ଼ିଆରେ ଦରକାରୀ ଆଧାରମାନଙ୍କର ତାଲିକାଟିଏ ତିଆରି କରିଛି, ବାକିମାନେ ସହଯୋଗ କରି ଏହି ତାଲିକାଟିକୁ ଆହୁରି ସମୃଦ୍ଧ କରିବାରେ ସାହାଯ୍ଯ କରନ୍ତୁ । http://or.wikipedia.org/s/g2w
-- ସୁଭ @psubhashish _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
