* To the list only

Please remember, when you attend to such emails, you send to both "
[email protected]" and to "that person" in the same email.

Clicking on the Reply button doesn't add the recipient email address
automatically. You need to add it manually. (I understand they ll get it,
if they are subscribed. But like in this case, it may get delayed if they
are subscribed to the weekly digest.)
Thanks.

Regards,
Ansuman <http://twitter.com/an5um>
*ଓଡ଼ିଆ ଉଇକିପିଡ଼ିଆ <http://or.wikipedia.org/>*


2013/6/25 Mahendra Kumar Mishra <[email protected]>

>  I want to have a meeting of Odia wiki peoples at Rourkela , because a lot
> of people here are wanted to be with this system.
>
> Mahendra Mishra
> rourkela
>
> 2013/6/25 <[email protected]>
>
> > Send Wikipedia-OR mailing list submissions to
> >         [email protected]
> >
> > To subscribe or unsubscribe via the World Wide Web, visit
> >         https://lists.wikimedia.org/mailman/listinfo/wikipedia-or
> > or, via email, send a message with subject or body 'help' to
> >         [email protected]
> >
> > You can reach the person managing the list at
> >         [email protected]
> >
> > When replying, please edit your Subject line so it is more specific
> > than "Re: Contents of Wikipedia-OR digest..."
> >
> >
> > Today's Topics:
> >
> >    1. Fwd: ୫ମ ଭୁବନେଶ୍ଵର ଉଇକି
> >       ମେଳଣ ରେ ହେଇଥିବା ଆଲୋଚନା।
> >       (ଦୀପ୍ତିମାନ ପାଣିଗ୍ରାହୀ)
> >
> >
> > ----------------------------------------------------------------------
> >
> > Message: 1
> > Date: Tue, 25 Jun 2013 12:17:45 +0530
> > From: ଦୀପ୍ତିମାନ ପାଣିଗ୍ରାହୀ
> >         <[email protected]>
> > To: [email protected]
> > Subject: [Wikipedia-OR] Fwd: ୫ମ ଭୁବନେଶ୍ଵର
> >         ଉଇକି ମେଳଣ ରେ ହେଇଥିବା
> >         ଆଲୋଚନା।
> > Message-ID:
> >         <
> > cahghi5hnjl8lnau+9vuz3jfzef3pn858m9nvmupw8a+yuem...@mail.gmail.com>
> > Content-Type: text/plain; charset=UTF-8
> >
> > ଇଂରାଜୀ ତା  ୨୨ ଜୁନ ୨୦୧୩ ରିଖ ମଙ୍ଗଳବାର ଦିନ ଭୁବନେଶ୍ବର ଉଇକି ମେଳଣ ୟୁନିଟ -୮
> ସ୍ଥିତ
> > କାଫେ କଫି ଡେ ରେ ଅନୁଷ୍ଠିତ ହେଇଯାଇଛି।
> > ଏଥିରେ ଗୋର୍ବାଚୋଭ ପୋଥାଳ ଭାଇ, ଶିତିକଣ୍ଠ ଦାଶ ଭାଇ, ଶୈଳେଶ ଭାଇ ଓ ଦୀପ୍ତିମାନ
> > ପାଣିଗ୍ରାହୀ ଉପସ୍ଥିତ ଥିଲେ।
> > ଏଥିରେ ନିମ୍ନଲିଖିତ ବିଷୟ ଉପରେ ଆଲୋଚନା ହେଲା।
> >
> > ୧. "ଆମ ଗାଁ ଆମ ପଂଚାୟତ" ପ୍ରକଳ୍ପ ସୀମିତ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଙ୍କ ସୀମିତ
> ଜ୍ଞାନ
> > ଯୋଗୁଁ ଆଗେଇ ପାରୁ ନାହି। ଏହାକୁ ବ୍ୟାପକ କରିବା ପାଇଁ ଫେସବୁକ ରେ ଥିବା ଉଇକିପେଡିଆ
> > ପୃଷ୍ଠା ରେ ଥିବା ସମସ୍ତ ସଦସ୍ୟ ମାନଙ୍କୁ ଆଗରୁ ତିଆରି କର ଯାଇଥିବା " ଆମ ଗାଁ ଆମ
> > ପଞ୍ଚାଯତ" ର ଛାଞ୍ଚ କୁ ମେଲ କରାହବ। ସେମାନେ ଯଥା ସମ୍ଭବ ଓଡିଆ ରେ କିମ୍ବା ଇଂରାଜୀ ରେ
> > ଲେଖିବେ। ପ୍ରାୟ ୧୮୦୦ ସଦସ୍ୟ ମାନଙ୍କ ମଧ୍ୟରୁ ଅତି କମ ରେ ୨୦୦ ଲେଖା ଆସିଲେ ବଡ
> ଉପଲବ୍ଧି
> > ହବ।ସେମାନେ ଲେଖିସାରିଲା ପରେ ଏହି ପୃଷ୍ଠା କୁ ମେଲ କରିବେ।
> >
> > ଆମ ଗାଁ ଆମ ପଂଚାୟତ ବ୍ୟାପକତା ସବୁଠୁ ବେଶୀ ଆସିବ ଯଦି ଏହାକୁ ବିଦ୍ୟାଳୟ ରେ ଏକ
> ପ୍ରକଳ୍ପ
> > ହିସାବ ରେ ନିଆ ହବ। ବିଦ୍ୟାଳୟ ର କର୍ତ୍ତୃପକ୍ଷ ଙ୍କ ସହ ଏ ବିଷୟ ରେ କଥା ହେବା ପାଇଁ
> ଜଣେ
> > ଅଭିଜ୍ଞ ଉଇକିଆଳି ସାଙ୍ଗରେ ଯିବା ଦରକାର ଯେମିତିକି ସେମାନଙ୍କର ପ୍ରତିଟି ପ୍ରଶ୍ନ ର
> ଉତ୍ତର
> > ଦେଇ ହଉଥିବା। ଇଂରାଜୀ ମାଧ୍ୟମ ରେ ଏହା ବୁଝେଇବା ସହଜ କଥା କିନ୍ତୁ ସେଠି ଓଡିଆ ପିଲା
> କମ,
> > ବିପରୀତ ଅବସ୍ଥା ଓଡିଆ ମାଧ୍ୟମ ରେ ସେଠି ବୁଝେଇବା କଷ୍ଟ କାମ କିନ୍ତୁ ଓଡିଆ ପଢୁଥିବା
> ପିଲା
> > ବେଶୀ।
> >
> > ୨.ଫେସବୁକ ରେ ଥିବା "ଓଡିଆସ ଇନ ଫେସବୁକ" ରେ ଥିବା ଲୋକ ମାନଙ୍କୁ ଓଡିଆ ଉଇକିପେଡିଆ
> ଉପରେ
> > ସଚେତନ କରେଇବା ପାଇଁ , ଓଡିଆ ଉଇକିପିଡିଆ ଉପଲବ୍ଧି କରୁଥିବା ପ୍ରତ୍ୟେକ ସଫଳତା କୁ
> ସେଥିରେ
> > ଜଣେଇବା ଦରକାର ତା ସହ ଏହା ବି ଜଣେଇବା ଦରକାର କି ସେମାନେ ବି ଉଇକିପିଡିଆ ରେ
> > ଲେଖିପାରିବେ। ଯଦି ଓଡିଆ ପଢି ଲେଖି ଜାଣିନାହାନ୍ତି ତେବେ ଇଂରାଜୀ ଅକ୍ଷର ରେ ଲେଖା ଲେଖି
> > ଉଇକିପେଡିଆ ର କର୍ତ୍ତୃପକ୍ଷ ଙ୍କୁ ପଠେଇପାରିବେ।
> >
> > ୩. ଆଜି ମେଳଣ ରେ ବହୁତ ଗୁରୁତ୍ୱପୂର୍ଣ୍ଣ ଉଇକିଆଳି ଅନୁପସ୍ଥିତ ଥିବାରୁ ଭୁବନେଶ୍ବର ରେ
> > ଉଇକି କ୍ଲବ ତିଆରି ଉପରେ କିଛି ନିଷ୍ପତ୍ତି ନିଆ ହେଇପାରିଲାନି। ତା ଛଡା, ଏଠିକାର
> ଅଧିକାଂଶ
> > ଉଇକିଆଳି ଛାତ୍ର, ବାହାର ସହର/ଗାଁ ର , କାର୍ଯ୍ୟ ବ୍ୟସ୍ତତା, ଓ ବହୁତ ଦୂର ଦୂର ରେ
> > ରହୁଥିବାରୁ କ୍ଲବ ଗଠନ କରି ସାରିଲା ପରେ ତା' ର ରକ୍ଷଣାବେକ୍ଷଣ କରିବା ବହୁତ କଷ୍ଟ
> > ହେଇପାରେ।
> >
> > ୪.ଓଡିଶା ରେ ଉଇକି ମେଳଣ ଓ କାର୍ମଶାଳା ଏପର୍ଯ୍ୟନ୍ତ କେବଳ ପୂର୍ବ,ମଧ୍ୟ ଓ ଉତ୍ତର ଓଡିଶା
> > ରେ ହେଇଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ଓଡିଶା ରେ ଆଦୌ ହେଇପାରିନି। ଏହାର ସବୁଠୁ ବଡ
> କାରଣ
> > ଏଇଆ ହେଇପାରେ କି ପଶ୍ଚିମ ଓ ଦକ୍ଷିଣ ଓଡିଶା ର ଅଧିକାଂଶ ବୈଷୟିକ ଓ ପ୍ରଯୁକ୍ତି
> > (ଇଞ୍ଜିନିଅରିଂ) ଛାତ୍ର ସବୁ ଭୁବନେଶ୍ବର ରେ ପଢୁଛନ୍ତି। ସେମାନେ ଊଣା ଅଧିକେ
> ଭୁବନେଶ୍ବର ର
> > ଉଇକି ମେଳଣ / କର୍ମଶାଳା ରେ ଉପସ୍ଥିତ ରହୁଛନ୍ତି। ତେଣୁ ସେହି ଅଞ୍ଚଳ ରେ
> କାର୍ମଶାଳା/ମେଳଣ
> > ଆୟୋଜନ କରିବା ପାଇଁ ପ୍ରଥମେ ପୁରୁଖା ଓ ଅଭିଜ୍ଞ ଉଇକିଆଳି ଙ୍କ ମାର୍ଗଦର୍ଶନ ଅତ୍ୟନ୍ତ
> > ଆବଶ୍ୟକ।
> >
> > --
> > Regards
> > Diptiman Panigrahi
> > M.Tech Information Security
> > Birla Institute of Technology Mesra
> > Ranchi, Jharkhand
> >
> >
> >
> > --
> > Regards
> > Diptiman Panigrahi
> > M.Tech Information Security
> > Birla Institute of Technology Mesra
> > Ranchi, Jharkhand
> >
> > ------------------------------
> >
> > _______________________________________________
> > Wikipedia-OR mailing list
> > [email protected]
> > https://lists.wikimedia.org/mailman/listinfo/wikipedia-or
> >
> >
> > End of Wikipedia-OR Digest, Vol 29, Issue 5
> > *******************************************
> >
>
>
>
> --
> Mahendra Kumar Mishra
> Rourkela , Mob - 9437202931
> _______________________________________________
> Wikipedia-OR mailing list
> [email protected]
> https://lists.wikimedia.org/mailman/listinfo/wikipedia-or
>
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to