ପ୍ରିୟ ଉଇକିଆଳି ବନ୍ଧୁଗଣ, ଗତ କାଲି ହୋଇଥିବା ଉଇକି ମେଳଣ<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%AE%E0%AD%87%E0%AC%B3%E0%AC%A3/%E0%AC%AD%E0%AD%81%E0%AC%AC%E0%AC%A8%E0%AD%87%E0%AC%B6%E0%AD%8D%E0%AD%B1%E0%AC%B0/%E0%AC%AD%E0%AD%81%E0%AC%AC%E0%AC%A8%E0%AD%87%E0%AC%B6%E0%AD%8D%E0%AD%B1%E0%AC%B0%E0%AD%AC> ବେଳେ ଓଡ଼ିଆ ଉଇକିପିଡିଆ ୟୁଜର ଇଣ୍ଟରଫେସରେ କିଛି ବଦଳ କରାଯାଇଅଛି, ସେଗୁଡିକ ହେଲା: ସମ୍ପାଦନା -> ସମ୍ପାଦନା (edit) ସାଇତିବେ -> ସାଇତିବେ [save] ଦେଖେଣା -> ପ୍ରାକଦର୍ଶନ [preview] [image: Edit option screenshot-or.png]<http://or.wikipedia.org/wiki/%E0%AC%AB%E0%AC%BE%E0%AC%87%E0%AC%B2:Edit_option_screenshot-or.png>
ନୂଆ ଉଇକିଆଳି ଓ ସାଧାରଣ ବ୍ୟବହାରକାରୀ, ଯେଉଁମାନେ ଇଂରାଜୀ ଇଣ୍ଟରଫେସ ସହ ଅଭ୍ୟସ୍ତ, ସେମାନଙ୍କ ସୁବିଧା ପାଇଁ ଏହିସବୁ ବଦଳ କରାଯାଇଅଛି । ମେଳଣ ସମୟରେ ସବୁ ଉଇକିଆଳି ଉପସ୍ଥିତ ନଥିଲେ; ତେଣୁ ନୂଆ ଓ ପୁରୁଣା ଉଇକିଆଳିମାନେ ବଦଳ ବାବଦରେ ନିଜ ନିଜ ମତାମତ ଦେବାକୁ ଅନୁରୋଧ । *ଶିତିକଣ୍ଠ ଦାଶ... * [image: Save & Preview]<http://or.wikipedia.org/wiki/%E0%AC%AB%E0%AC%BE%E0%AC%87%E0%AC%B2:Save-Preview_buttons-or.png> _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
