ଆଦରର ଉଇକିଆଳିଗଣ, ଆପଣ ସମସ୍ତେ ଆଗରୁ "ଉଇକିଟୁଙ୍ଗି<https://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86_%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE_%E0%AC%B8%E0%AC%AD%E0%AC%BE#.E0.AC.89.E0.AC.87.E0.AC.95.E0.AC.BF.E0.AC.9F.E0.AD.81.E0.AC.99.E0.AD.8D.E0.AC.97.E0.AC.BF>" ବାବଦରେ ହୋଇଥିବା ଆଲୋଚନା ପଢିଥିବେ । ଗତ ରବିବାର ଦିନ ହେଇଥିବା IRC<https://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:IRC/21-04-2014> ଏହି ବାବଦରେ ଆଲୋଚନା କରଯାଇଥିଲା । ସମୟ ଅଭାବରୁ ଏହା ସଂପୂର୍ଣ୍ଣ ହେଇପାରିଲା ନାହିଁ । ଆଜି ସେହି 'ଉଇକିଟୁଙ୍ଗି' ଅଲୋଚନା ସହ ନିମ୍ନୋକ୍ତ ବିଷୟ ଗୁଡ଼ିକ ଆଲୋଚନା ପରିସରଭୁକ୍ତ ଅଟନ୍ତି -
1. ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କି କି ଯୋଜନା କାମରେ ଲାଗିବା ଉଚିତ 2. ଆମେ ଆଗରୁ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରୁ ମିଳିଥିବା ଶିକ୍ଷାକୁ ନେଇ କିପରି ଆଗକୁ ବଢ଼ିବା 3. ନୂଆ ନୂଆ ସମ୍ଭାବ୍ୟ କ୍ଷେତ୍ର ଯାହା ନିକଟ ଅତୀତରେ ଆସିଛି *ସମୟ*- ସନ୍ଧ୍ୟା ୮ ଘଟିକା ( ୨୮-୪-୨୦୧୪ ) *ଲିଙ୍କ* - #wikipedia-or<http://webchat.freenode.net/?channels=#wikipedia-or> ସମସ୍ତ ଉଇକିଆଳିଙ୍କୁ ଆଲୋଚନାରେ ଭାଗ ନେବାପାଇଁ ଅନୁରୋଧ । -- *ଶିତିକଣ୍ଠ <https://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:%E0%AC%B6%E0%AC%BF%E0%AC%A4%E0%AC%BF%E0%AC%95%E0%AC%A3%E0%AD%8D%E0%AC%A0_%E0%AC%A6%E0%AC%BE%E0%AC%B6> * _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
