ଓଡ଼ିଆ ଉଇକିପିଡ଼ିଆରେ ସହଜରେ କିପରି ଓଡ଼ିଆରେ ଟାଇପ କରିବେ, ନୂଆ ପ୍ରସଙ୍ଗ ଲେଖିବେ, ଆଗରୁ
ଥିବା ପ୍ରସଙ୍ଗ ସମ୍ପାଦନ କରି ସେଥିରେ ଅଧୁକରୁ ଅଧିକ ତଥ୍ୟ ଯୋଡ଼ିବେ ତାହା ଶିଖିବା ପାଇଁ
ଏକ ଶିକ୍ଷଣ ତିଆରି କରାଯାଇଛି । ଏହା ପଢ଼ି ଅଧିକ ମତାମତ ଦେଲେ ଶିକ୍ଷଣଟିକୁ ଅଧିକ ବ୍ୟବହାର
ଉପଯୋଗୀ କରିପାରିବୁ ।

https://commons.wikimedia.org/wiki/File:Odia_Wikipedia_handbook_(web).pdf

-- 
Best!
Subhashish Panigrahi
Programme Officer, Access To Knowledge
Centre for Internet and Society
@subhapa / https://cis-india.org
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to