ଓଡିଆ ଉଇକିପିଡିଆର ଉନ୍ନତି ଏବଂ ଅନ୍ୟାନ୍ୟ ବିଷୟଗୁଡିକରେ ଆଲୋଚନା ପାଇଁ ଏକ ଆଇଆରସି
ଅଲୋଚନା(IRC Chat) କରାଯିବ ।<br />
ଆଜି ସଂଧ୍ୟା ୮.୩୦ ରେ କରାଯିବ । <br />
ଆଲୋଚନା ବିଷୟବସ୍ତୁ:
* ନୂଆ ଉଇକିଆଳିମାନଙ୍କ ସହ ଚିହ୍ନା ପରିଚୟ
* ଓଡ଼ିଆ ଉଇକିପିଡିଆ କିପରି ଅଧିକ ପ୍ରଚାର ପ୍ରସାର ହେଇପାରିବ ସେ ବିଷୟରେ ଆଲୋଚନା
* ନୂଆ ପୁରୁଣା ଉଇକିଆଳି ମାନେ ପ୍ରଚାର ପ୍ରସାର ପାଇଁ ନିଜର ପ୍ରସ୍ତାବ ଦେବେ
* ସଭ୍ୟମାନେ କିପରି ଉଇକିପିଡିଆରେ ଅଧିକ ସକ୍ରିୟ ରହିବେ(ଅସୁବିଧା ବିଷୟରେ ଆଲୋଚନା)
* ଉଇକିପଡିଆ ଓ ଆର୍ଥିକ ବ୍ୟବସ୍ଥା ବିଷୟରେ ନୂଆ ଉଇକିଆଳି ମାନଙ୍କୁ ଧାରଣା
* ମତ ଓ ମନ୍ତବ୍ୟ
* ଆଉ କିଛି ଥିଲେ ଏଠି ଲେଖନ୍ତୁ
ଭାଗ ନେବା ପାଇଁ ଏଇ [http://webchat.freenode.net/?channels=wikipedia-or ଲିଙ୍କ]
ଯାଅନ୍ତୁ ।<br />
ସମୟରେ ପରିବର୍ତ୍ତନ ଚାହୁଁଥିଲେ ଏଠାରେ ଲେଖନ୍ତୁ (ଅଧିକ ସଭ୍ୟ ନ ରହିପାରିଲେ ବଦଳା
ଯାଇପାରେ)।

*IRC (Internet Web Chat)ରେ କିପରି ଭାଗନେବେ:*

   - Open http://webchat.freenode.net/?channels=wikipedia-or
   - Give your full name in "*Nick: "*
   - The Channel name should be #wikipedia-or (by default)
   - Click the check box for CAPTCHA verification
   - Press *connect*.
   - Now it will connect you to Internet Web Chat (IRC). Type in the bottom
   box  just like normal chat and press "*ENTER*" to post your comment.



If you still need any help the call me on +919437403427, +91753797770


Thanks & Regards,
*Jnanaranjan Sahu*
*Bhubaneswar*
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to