ନମସ୍କାର,

ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିଙ୍କ ଆକସେସ ଟୁ ନଲେଜ ପ୍ରୋଗ୍ରାମ (CIS-A2K)ର
୨୦୧୩ରୁ ଆରମ୍ଭ ହେଇଥିବା ଉଇକିପିଡ଼ିଆ ଟ୍ରେନ-ଦି-ଟ୍ରେନର ପ୍ରୋଗ୍ରାମ (TTT)ର ଚତୁର୍ଥ
ସଂସ୍କରଣ
<https://meta.wikimedia.org/wiki/CIS-A2K/Events/Train_the_Trainer_Program/2017>
ଏହି ଫେବୃଆରୀ ୨୦ରୁ ଆରମ୍ଭ ହେବାକୁ ଯାଉଛି।
*ଟିଟିଟି କଣ ?*

ଏହାର ମୂଳ ଲକ୍ଷ ହେଲା ବିଭିନ୍ନ ସମୂହ ମଧ୍ୟେ ମୁଖିଆପଣକୁ ଚେତାଇବା ଓ ମୁଖିଆ ତିଆରି କରିବା
।
*କିଏ ଭାଗ ନେଇପାରିବେ?*

   - ଭାରତୀୟ ଭାଷାରେ ଥିବା ଯେ କୌଣସି ଉଇକିମିଡ଼ିଆ ପ୍ରକଳ୍ପର ସଚଳ ସଭ୍ଯ।
   - ଉଇକିମିଡ଼ିଆ ପ୍ରକଳ୍ପରେ ୫୦୦ ଏଡିଟ ଥିବା ଉଇକିଆଳିମାନେ।

ଏହି ସନ୍ଦେଶଟି ଆପଣମାନଙ୍କୁ ଆଗାମୀ କାର୍ଯ୍ୟକ୍ରମ ବାବଦେ ଜଣାଇବା ନିମନ୍ତେ । ଏହା
ଫେବୃଆରୀ ୨୦୧୭ ରେ ହେବ । ଆମେ ଆପଣମାନଙ୍କଠାରୁ ଆବେଦନ ପାଇଁ ଅନୁରୋଧ କରୁଛୁ । ଏଠାରେ
ଆବେଦନ
<https://docs.google.com/forms/d/e/1FAIpQLSdDdgd55H8JSYBUoW6hzPRjg-BTONEw9Q_2YJwZbI97wP7bYA/viewform>
କରନ୍ତୁ ।
*କିଛି ଦରକାରୀ ତାରିଖ*

୨୦୧୭ ଜାନୁଆରୀ ୨୬ : ଆବେଦନ କରିବାର ଶେଷ ତାରିଖ ୨୦୧୭ ଫେବୃଆରୀ ୨୦-ଫେବୃଆରୀ ୨୨:
TTT-୨୦୧୭ କର୍ମଶାଳା
ଆମେ ନିର୍ଘଣ୍ଟ ଏବଂ ଅନ୍ୟାନ୍ୟ ବିଭାଗ ସବୁ ଏବେ ସମ୍ପାଦନା କରୁଛୁ । ଆପଣମାନଙ୍କ ଅଭିମତ ଓ
ପରାମର୍ଶ ଏଠାରେ ଜଣାଇପାରିବେ । କିଛି ପ୍ରଶ୍ନ ଥିଲେ [email protected] ଏବଂ
[email protected] ଙ୍କୁ ଇମେଲ ଜରିଆରେ ପଚାରିପାରିବେ
-----------
*Sailesh Patnaik* "*ଶୈଳେଶ ପଟ୍ଟନାୟକ*"
Programme Associate, Access To Knowledge
Centre for Internet and Society
Phone: +91-7537097770
*LinkedIn* : https://www.linkedin.com/in/sailesh-patnaik-551a10b4
*Twitter* : @saileshpat

"Imagine a world in which every single human being can freely share in the
sum of all knowledge. Help us make it a reality"
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to