ପ୍ରିୟ ଉଇକିଆଳି ବନ୍ଧୁମାନେ,
ଏହି ଫେବ୍ରୁଆରି ମାସରେ ଓଡ଼ିଆ ଉଇକିପିଡ଼ିଆର ଭୁବନେଶ୍ୱର ଉଇକିଟୁଙ୍ଗିକୁ ୧ବର୍ଷ ପୁରୁଛି ।
ଆମେ ଏହି ବର୍ଷ ପୁରଣିକୁ ପାଳିବା ପାଇଁ ୯ ତାରିଖ ସନ୍ଧ୍ୟାରେ ଭେଟିବାର ଯୋଜନା ଅଛି।

ଆପଣଙ୍କୁ ଆସିବାକୁ ଓ ଯୋଗଦେବାକୁ ଅନୁରୋଧ।

ମତେ ୭୫୩୭୦୯୭୭୭୦ ରେ ଯୋଗାଯୋଗ କରିପାରିବେ।
_______________________________________________
Wikipedia-OR mailing list
Wikipedia-OR@lists.wikimedia.org
https://lists.wikimedia.org/mailman/listinfo/wikipedia-or

Reply via email to