ନମସ୍କାର,
ଆଜି  *କ୍ରୀଡା ଓ ଯୁବ ସେବା ବିଭାଗ* ସ‌ହ ମିଶି ଆୟୋଜିତ ହେଇଥିବା ଏସୀୟ
ଆଥଲେଟିକ୍ସ ଚ୍ୟାମ୍ପିୟନସିପ ଗଣସମ୍ପାଦନାରେ ପୁରୀ ଓ ଭୁବନେଶ୍ବରରୁ ୯ ଜଣ ଉଇକିଆଳି ଭାଗ
ନେଇଥିଲେ ।  ଏହି ଗଣସମ୍ପାଦନାରେ ଓଡ଼ିଆ ଓ ଇଂରାଜୀ ଉଇକିପିଡିଆରେ ୧୫ରୁ ଅଧିକ ଲେଖା
ସମ୍ପାଦନା  କରାଯାଇଥିଲା ।

ଏହି ଗଣସମ୍ପାଦନା ଦ୍ଵାରା ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପର ଅଫିସିଆଲ ୱେବସାଇଟରେ
 CC-BY-SA 4.0 ଲାଇସେନ୍ସ  ଯୋଡ଼ାଯାଇଛି ।  (odisha2017.games)

-----------
*Sailesh Patnaik* "*ଶୈଳେଶ ପଟ୍ଟନାୟକ*"
Programme Associate, Access To Knowledge
Centre for Internet and Society
Phone: +91-7537097770
*LinkedIn* : https://www.linkedin.com/in/sailesh-patnaik-551a10b4
*Twitter* : @saileshpat

"Imagine a world in which every single human being can freely share in the
sum of all knowledge. Help us make it a reality"
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to