This link is no more required I think. https://meta.wikimedia.org/wiki/User:Saileshpat/ORWS3
People may get confused and support there rather than the original grant page. Regards, *Jnanaranjan Sahu* *Bhubaneswar* 2017-10-04 14:04 GMT+05:30 Sailesh Patnaik <[email protected]>: > ନମସ୍କାର, > > ଏହି ଅକ୍ଟୋବର ରେ ଓଡ଼ିଆ ଉଇକିପାଠାଗାରକୁ ତିନି ବର୍ଷ ପୁରିବ । ଏହି ଜନ୍ମ ବାର୍ଷିକୀ > ଅବସରରେ ଭୁବନେଶ୍ବରରେ ଏକ ସମ୍ମିଳନୀ ଆୟୋଜନ କରିବାର ପ୍ରସ୍ତାବ ଥିଲା, ସେହି ପ୍ରସ୍ତାବ କୁ > ଧ୍ୟାନରେ ରଖି ମେଟାରେ ଗ୍ରାଣ୍ଟ ପୃଷ୍ଠା > <https://meta.wikimedia.org/wiki/User:Saileshpat/ORWS3> ତିଆରି ହେଇଛି । > ମେଟାରେ ରାପିଡ଼ ଗ୍ରାଣ୍ଟ ଆବେଦନ କରାଯାଇଛି, ସମର୍ଥନ ଦେବାକୁ ଅନୁରୋଧ କରୁଛି ଓ କିଛି > ଆଲୋଚନା କରିବାକୁ ଥିଲେ ଆଲୋଚନା ସଭାରେ ଲେଖିବାକୁ ଅନୁରୋଧ । > > - ମେଟାରେ ଏଠି ସମର୍ଥନ > <https://meta.wikimedia.org/wiki/Grants:Project/Rapid/ > Chinmayee_Mishra/Odia_Wikisource%27s_3rd_anniversary> > କରନ୍ତୁ > । > - କିଛି ଅନ୍ୟ ତଥ୍ୟ ଯୋଡ଼ିବାକୁ ଥିଲେ ଗ୍ରାଣ୍ଟ ପୃଷ୍ଠାରେ ଯୋଡନ୍ତୁ । > > > ----------- > *Sailesh Patnaik* "*ଶୈଳେଶ ପଟ୍ଟନାୟକ "* > Community Advocate, Access To Knowledge Program > Centre for Internet and Society > Phone: +91-7537097770 > *LinkedIn* : https://www.linkedin.com/in/sailesh-patnaik-551a10b4 > *Twitter*: @saileshpat > _______________________________________________ > Wikipedia-OR mailing list > [email protected] > https://lists.wikimedia.org/mailman/listinfo/wikipedia-or > _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
