ନମସ୍କାର ,
ପୂର୍ବ ବର୍ଷ ଆମେ ସମ୍ବାଦ ସହ ମିଶି "୧୦୦ ମହିଳା" ଗଣସମ୍ପାଦନାଟି ଆୟୋଜନ କରିଥିଲୁ ଯାହାର
ଫଳସ୍ଵରୂପ ଓଡ଼ିଆ ଉଇକିପିଡିଆରେ ଗୋଟିଏ ଦିନରେ  ୨୫ଟି ନୂଆ ଲେଖା ଆସିଥିଲା  ଓ ପରେ ୨୭ଟି
ଲେଖା ସଜଡା ଯାଇଥିଲା [୧]।  ଏହି ଯୋଜନାକୁ ଆଗକୁ ବଢେଇବା ପାଇଁ ଆମେ ଏହି ବର୍ଷ ସମ୍ବାଦ ସହ
ମିଶି "ମହିଳା ଓ ସ୍ଵାସ୍ଥ ଗଣସମ୍ପାଦନା" କରିବାକୁ ଯୋଜନା କରୁଛୁ [୨]। ଏହି ଗଣସମ୍ପାଦନାଟି
ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ସମ୍ବାଦ ଭବନରେ ଆୟୋଜନ କରାଯିବ ।
ଏହି ଭିଡିଓ[୩] ଯୋଗେ ପୂର୍ବ ବର୍ଷର ଗଣସମ୍ପାଦନା ବିଷୟରେ ଜାଣିପାରିବେ ।  ନିଜର ମତ
ପୃଷ୍ଠାର ଆଲୋଚନା ପୃଷ୍ଠାରେ ଦିଅନ୍ତୁ ଓ ଭାଗ-ନେବା-ପାଇଁ ନିଜ ନାମ ଯୋଡନ୍ତୁ ।

[୧]
https://outreachdashboard.wmflabs.org/courses/Sambad_Group_and_Odia_Wikipedia/Sambad's_100_Women_Edit-a-thon
[୨]  https://or.wikipedia.org/s/1a0k
[୩] https://www.youtube.com/watch?v=uBN_JZZ-6AQ

ଧନ୍ୟବାଦ
-----------
*Sailesh Patnaik*  "*ଶୈଳେଶ ପଟ୍ଟନାୟକ "*
*LinkedIn* : https://www.linkedin.com/in/sailesh-patnaik-551a10b4
*Twitter*: @saileshpat
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to