ଆଲୋଚନା ସଭାରେ ମତ ଦେଲି :-) 2012/3/7 Swmbi Mwhatw <[email protected]>
> ଉଇକିପିଡ଼ିଆରେ ନୂଆମାନେ ଅନେକ ସମୟରେ କେଉଁଠି ସାହାଯ୍ୟ ପାଇଁ ପଚାରିବେ ତାହା > ଜାଣିବାରେ ଅସୁବିଧାରେ ପଡ଼ନ୍ତି । ତାହା ଛଡ଼ା, ଅନେକ ସମୟରେ ସେମାନଙ୍କ କାମ/ଅବଦାନକୁ > ଲୋକଲୋଚନକୁ ଆଣି ସେମାନଙ୍କ ପିଠି ଥାପୁଡ଼େଇଲେ ସେମାନଙ୍କର ମନବଳ ବଢ଼େ ଓ ସେମାନେ ଉଇକିରେ > ଅଧିକରୁ ଅଧିକ କାମ କରିବା ପାଇଁ ଆଗଭର ହୋଇଥାନ୍ତି । ଏଥି ସହିତ ଏଥିରେ ନୂଆ-ପୁରୁଖା > ସମ୍ପର୍କର ସେତୁଟିଏ ବି ଗଢ଼ି ଉଠେ ଓ ଭାବର ଆଦାନ ପ୍ରଦାନ ବି ଚାଲେ । ତେବେ ଏହି ନୂଆ > ବିଭାଗରେ ନୂଆମାନେ ପୁରୁଖାମାନଙ୍କୁ ଭଳିକିଭଳି ପ୍ରଶ୍ନ ପଚାରି ପାରିବେ । ସେହିପରି ଆଳାପ > ଆଲୋଚନା ମାଧ୍ୟମରେ ଏଠାରେ ପୁରୁଖାମାନେ ନୂଆମାନଙ୍କ ଅସୁବିଧାଗୁଡ଼ିକୁ ବୁଝି ସେସବୁର > ପ୍ରତିକାର ପାଇଁ ନୂଆ ନୂଆ ଯୋଜନା ହାତକୁ ନେବେ । ଫଳରେ ଉଇକିପିଡ଼ିଆର ପରିସର ଅଧିକରୁ ଅଧିକ > ଚଳଚଞ୍ଚଳ ହେବା ସାଙ୍ଗକୁ ନୂଆମାନଙ୍କୁ ଆହୁରି ଅଧିକ ସୁହାଇବ । ତେବେ ଓଡ଼ିଆ ଉଇକିପିଡ଼ିଆର > ଏହି ନିଆରା ବିଭାଗଟିର ନାଁ 'ଉଇକିପିଡ଼ିଆ:ଚାହାଳି' ରଖିବା ପାଇଁ ପ୍ରସ୍ତାବ ଦେଲୁ । କାରଣ > ଆଗକାଳରେ ଚାହାଳି ଥିଲା ଓଡ଼ିଶାର ସ୍କୁଲ । ଆଉ ଓଡ଼ିଆ ଶବ୍ଦ ଚାଟଶାଳିରୁ ଆସିଛି ଏହି > ଚାହାଳି ଶବ୍ଦଟି । ଚାହଳି ଯେମିତି ଚାଟମାନଙ୍କ ପାଇଁ ଭଳିକିଭଳି ନୂଆପୁରୁଣା କଥା ଶିଖିବାର > ଜାଗା ଥିଲା, ସେମିତି ଉଇକିପିଡ଼ିଆ ଚାହାଳି ଏଠାରେ କାମ କରୁଥିବା/ କରିବାକୁ ଚାହୁଁଥିବା > ନୂଆ ଉଇକିଆଳିମାନଙ୍କ ପାଇଁ ଶିଖିବାର ଭଲ ଜାଗାଟିଏ ପାଲଟିବ । > > ଏହା ଉଇକିପିଡ଼ିଆ:ଆଲୋଚନା ସଭାରୁ କିପରି ଅଲଗା ହେବ? > ଏଥିରେ କେବଳ ନୂଆ-ପୁରୁଖା ସମ୍ପର୍କ ଗଢ଼ି ଉଠିବା ସାଙ୍ଗକୁ ସେମାନଙ୍କ ଭିତରେ ଆଲୋଚନା > ବି ଚାଲିବ ଅସୁବିଧା ଓ ତାହାର ସୁଧାର ବାବଦରେ । ବାକି ଆଲୋଚନା ଯେତକ, ସେସବୁ ଆଲୋଚନା > ସଭାରେ ହିଁ ହେବ । > > ପ୍ରସ୍ତାବିତ ନାମ:: > 'ଚାହାଳି' > > -- > ସଁବି ମହାତ > > > _______________________________________________ > Wikipedia-OR mailing list > [email protected] > https://lists.wikimedia.org/mailman/listinfo/wikipedia-or > > Thanks n Regards Ansuman * ଓଡ଼ିଆ ଉଇକିପିଡ଼ିଆ * http://twitter.com/smileyansu * http://en.wikipedia.org/wiki/User:ansumang * * _______________________________________________ * * Wikipedia Odia (Oriya) mailing list [email protected] https://lists.wikimedia.org/mailman/listinfo/wikipedia-or facebook.com/OdiaWiki Tweet @OdiaWiki *
_______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
