ମୁଁ ବି ମତ ଦେଲି..

2012/3/8 ansuman <[email protected]>

> ଆଲୋଚନା ସଭାରେ ମତ ଦେଲି :-)
>
> 2012/3/7 Swmbi Mwhatw <[email protected]>
>
>>     ଉଇକିପିଡ଼ିଆରେ ନୂଆମାନେ ଅନେକ ସମୟରେ କେଉଁଠି ସାହାଯ୍ୟ ପାଇଁ ପଚାରିବେ ତାହା
>> ଜାଣିବାରେ ଅସୁବିଧାରେ ପଡ଼ନ୍ତି । ତାହା ଛଡ଼ା, ଅନେକ ସମୟରେ ସେମାନଙ୍କ କାମ/ଅବଦାନକୁ
>> ଲୋକଲୋଚନକୁ ଆଣି ସେମାନଙ୍କ ପିଠି ଥାପୁଡ଼େଇଲେ ସେମାନଙ୍କର ମନବଳ ବଢ଼େ ଓ ସେମାନେ ଉଇକିରେ
>> ଅଧିକରୁ ଅଧିକ କାମ କରିବା ପାଇଁ ଆଗଭର ହୋଇଥାନ୍ତି । ଏଥି ସହିତ ଏଥିରେ ନୂଆ-ପୁରୁଖା
>> ସମ୍ପର୍କର ସେତୁଟିଏ ବି ଗଢ଼ି ଉଠେ ଓ ଭାବର ଆଦାନ ପ୍ରଦାନ ବି ଚାଲେ । ତେବେ ଏହି ନୂଆ
>> ବିଭାଗରେ ନୂଆମାନେ ପୁରୁଖାମାନଙ୍କୁ ଭଳିକିଭଳି ପ୍ରଶ୍ନ ପଚାରି ପାରିବେ । ସେହିପରି ଆଳାପ
>> ଆଲୋଚନା ମାଧ୍ୟମରେ ଏଠାରେ ପୁରୁଖାମାନେ ନୂଆମାନଙ୍କ ଅସୁବିଧାଗୁଡ଼ିକୁ ବୁଝି ସେସବୁର
>> ପ୍ରତିକାର ପାଇଁ ନୂଆ ନୂଆ ଯୋଜନା ହାତକୁ ନେବେ । ଫଳରେ ଉଇକିପିଡ଼ିଆର ପରିସର ଅଧିକରୁ ଅଧିକ
>> ଚଳଚଞ୍ଚଳ ହେବା ସାଙ୍ଗକୁ ନୂଆମାନଙ୍କୁ ଆହୁରି ଅଧିକ ସୁହାଇବ । ତେବେ ଓଡ଼ିଆ ଉଇକିପିଡ଼ିଆର
>> ଏହି ନିଆରା ବିଭାଗଟିର ନାଁ 'ଉଇକିପିଡ଼ିଆ:ଚାହାଳି' ରଖିବା ପାଇଁ ପ୍ରସ୍ତାବ ଦେଲୁ । କାରଣ
>> ଆଗକାଳରେ ଚାହାଳି ଥିଲା ଓଡ଼ିଶାର ସ୍କୁଲ । ଆଉ ଓଡ଼ିଆ ଶବ୍ଦ ଚାଟଶାଳିରୁ ଆସିଛି ଏହି
>> ଚାହାଳି ଶବ୍ଦଟି । ଚାହଳି ଯେମିତି ଚାଟମାନଙ୍କ ପାଇଁ ଭଳିକିଭଳି ନୂଆପୁରୁଣା କଥା ଶିଖିବାର
>> ଜାଗା ଥିଲା, ସେମିତି ଉଇକିପିଡ଼ିଆ ଚାହାଳି ଏଠାରେ କାମ କରୁଥିବା/ କରିବାକୁ ଚାହୁଁଥିବା
>> ନୂଆ ଉଇକିଆଳିମାନଙ୍କ ପାଇଁ ଶିଖିବାର ଭଲ ଜାଗାଟିଏ ପାଲଟିବ ।
>>
>> ଏହା ଉଇକିପିଡ଼ିଆ:ଆଲୋଚନା ସଭାରୁ କିପରି ଅଲଗା ହେବ?
>>     ଏଥିରେ କେବଳ ନୂଆ-ପୁରୁଖା ସମ୍ପର୍କ ଗଢ଼ି ଉଠିବା ସାଙ୍ଗକୁ ସେମାନଙ୍କ ଭିତରେ
>> ଆଲୋଚନା ବି ଚାଲିବ ଅସୁବିଧା ଓ ତାହାର ସୁଧାର ବାବଦରେ । ବାକି ଆଲୋଚନା ଯେତକ, ସେସବୁ
>> ଆଲୋଚନା ସଭାରେ ହିଁ ହେବ ।
>>
>> ପ୍ରସ୍ତାବିତ ନାମ::
>> 'ଚାହାଳି'
>>
>> --
>> ସଁବି ମହାତ
>>
>>
>> _______________________________________________
>> Wikipedia-OR mailing list
>> [email protected]
>> https://lists.wikimedia.org/mailman/listinfo/wikipedia-or
>>
>>
>
>
> Thanks n Regards
> Ansuman
> *
> ଓଡ଼ିଆ ଉଇକିପିଡ଼ିଆ
> *
> http://twitter.com/smileyansu
> *
> http://en.wikipedia.org/wiki/User:ansumang
> *
> *
> _______________________________________________
> *
> *
> Wikipedia Odia (Oriya) mailing list
> [email protected]
> https://lists.wikimedia.org/mailman/listinfo/wikipedia-or
> facebook.com/OdiaWiki
> Tweet @OdiaWiki
> *
>
>
> _______________________________________________
> Wikipedia-OR mailing list
> [email protected]
> https://lists.wikimedia.org/mailman/listinfo/wikipedia-or
>
>


-- 
*Subha*
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to