ଭୁବନେଶ୍ୱରରେ ଓଡ଼ିଆ ଉଇକିପିଡ଼ିଆ ପରିବାର, Voluntary Health Association of India ର କର୍ମଚାରୀମାନଙ୍କ ମଧ୍ୟରେ ଓଡ଼ିଆ ଉଇକିପିଡ଼ିଆରେ ଯୋଗଦାନ ନିମନ୍ତେ ଏକ କର୍ମଶାଳା ଆୟୋଜିତ ହବାକୁ ଯାଉଛି। ଏହା ୦୭ ଜୁଲାଇ ୨୦୧୩ (ସୋମବାର) ଦିନ ଘ୧୧.୦୦ମି "Voluntary Health Association of India ,Flat No. 204, III Floor, Royal Residency, Forest Park, Bhubaneswar, 751009'<https://maps.google.com/maps?q=OUAT+Main+Campus,+Unit+7,+Surya+Nagar,+Bhubaneswar,+Odisha,+India&hl=en&sll=20.984928,82.752628&sspn=45.305613,56.513672&oq=OUAT&t=h&hq=OUAT+Main+Campus,+Unit+7,+Surya+Nagar,+Bhubaneswar,+Odisha,+India&z=16>ଠାରେ ଅନୁଷ୍ଠିତ ହବାକୁ ଯାଉଛି। କର୍ମଶାଳାର ବିଷୟବସ୍ତୁ
- ଓଡିଆ ଉଇକିପଡ଼ିଆରେ ସାଧାରଣ ସମ୍ପାଦନା - ଉଇକିପିଡ଼ିଆର ଉପଯୋଗୀତା ତଥା ଔଷଧ ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଏହାର ବ୍ୟବହାର - ଭବିଷ୍ୟତ ରେ ଉକ୍ତ ଅନୁଷ୍ଠାନ ରେ ପ୍ରତି ମାସ ରେ ଗୋଟିଏ କର୍ମଶାଳା କରିବା ପ୍ରସ୍ତାବ ଯୋଗଦାନକାରୀ ଉଇକିଆଳି *ତଳେ ନିଜ ନାମ* # [[ବ୍ୟବହାରକାରୀ:ଇଉଜର ନେମ|ପ୍ରକୃତ ନାମ]] *ଫରମାଟରେ ଲେଖନ୍ତୁ* । 1. ସୁବାସ ଚନ୍ଦ୍ର ରାଉତ<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Subas_Chandra_Rout> 2. ଶ୍ଵେତପଦ୍ମା ଶତପଥୀ<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Swetapadma07> 3. ସୁଭାସିସ ପାଣିଗ୍ରାହୀ<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Psubhashish> 4. ଶିତିକଣ୍ଠ ଦାଶ<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:%E0%AC%B6%E0%AC%BF%E0%AC%A4%E0%AC%BF%E0%AC%95%E0%AC%A3%E0%AD%8D%E0%AC%A0_%E0%AC%A6%E0%AC%BE%E0%AC%B6> 5. ଦୀପ୍ତିମାନ ପାଣିଗ୍ରାହୀ<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Guguly18> -- Regards Diptiman Panigrahi M.Tech Information Security Birla Institute of Technology Mesra Ranchi, Jharkhand _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
