ଭୁବନେଶ୍ୱରରେ ଓଡ଼ିଆ ଉଇକିପିଡ଼ିଆ ପରିବାର କୃଷି ଓ ଗବେଷଣା କ୍ଷେତ୍ରରେ ସକ୍ରିୟ ଭୂମିକା ନିଭାଇଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ<http://or.wikipedia.org/w/index.php?title=%E0%AC%93%E0%AC%A1%E0%AC%BC%E0%AC%BF%E0%AC%B6%E0%AC%BE_%E0%AC%95%E0%AD%83%E0%AC%B7%E0%AC%BF_%E0%AC%93_%E0%AC%AC%E0%AD%88%E0%AC%B7%E0%AD%9F%E0%AC%BF%E0%AC%95_%E0%AC%AC%E0%AC%BF%E0%AC%B6%E0%AD%8D%E0%AD%B1%E0%AC%AC%E0%AC%BF%E0%AC%A6%E0%AD%8D%E0%AD%9F%E0%AC%BE%E0%AC%B3%E0%AD%9F&action=edit&redlink=1>ପ୍ରାଙ୍ଗଣରେ ଅବସ୍ଥାପିତ Cereal Systems Initiative for South Asia ର କର୍ମଚାରୀମାନଙ୍କ ମଧ୍ୟରେ ଓଡ଼ିଆ ଉଇକିପିଡ଼ିଆରେ ଯୋଗଦାନ ନିମନ୍ତେ ଏକ କର୍ମଶାଳା ଆୟୋଜିତ ହେଇଯାଇଛି। ଏହା ୩ ଜୁଲାଇ ୨୦୧୩ (ବୁଧବାର) ଦିନ ଘ୨.୩୦ମି Cereal Systems Initiative for South Asia, "ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ'<https://maps.google.com/maps?q=OUAT+Main+Campus,+Unit+7,+Surya+Nagar,+Bhubaneswar,+Odisha,+India&hl=en&sll=20.984928,82.752628&sspn=45.305613,56.513672&oq=OUAT&t=h&hq=OUAT+Main+Campus,+Unit+7,+Surya+Nagar,+Bhubaneswar,+Odisha,+India&z=16>ଠାରେ ଅନୁଷ୍ଠିତ ହେଇଥିଲା। କର୍ମଶାଳା ପରିଚାଳନା ପାଇଁ ଭୁବନେଶ୍ଵର ରେ ଥିବା ପୁରୁଖା ଉଇକିଆଳି ସୁବାସ ଚନ୍ଦ୍ର ରାଉତ, ଶ୍ଵେତପଦ୍ମା ଶତପଥୀ, ଶୁଭାଶିଷ ପାଣିଗ୍ରାହୀ, ଶିତିକଣ୍ଠ ଦାଶ ଓ ଦୀପ୍ତିମାନ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏହି କାର୍ମଶାଳା ରେ CSISA ତରଫରୁ ୪ ଜଣ ବୈଜ୍ଞାନିକ /କର୍ମଚାରୀ ଭାଗ ନେଇଥିଲେ। ପ୍ରାଥମିକ ଭାବେ ସେମାନେ ଓଡିଆ ରେ କିପରି ଲେଖିବେ ତାହା ଶିଖାଯାଇଥିଲା। ଦ୍ଵିତୀୟ ରେ ଓଡିଆ ଉଇକିପିଡିଆ ରେ ତାଙ୍କର ଯୋଗଦାନ କଣ ରହିବ କୁହାଯାଇଥିଲା। ଏଥିରେ ସେମାନେ ଆଜି କାଲି ଫଳ,ପନିପରିବା,ଶସ୍ୟ ଚାଷ ରେ ବ୍ୟବହାର ହଉଥିବା ନୂଆ ନୂଆ ପ୍ରଯୁକ୍ତି ଓ ଗବେଷଣା ଉପରେ ଲେଖିପାରିବେ ବୋଲି ମତାମତ ଦେଇଥିଲେ। ଏଥିସହ ଭବିଷ୍ୟତ ରେ ଅନୁଷ୍ଠାନ ର କର୍ମଚାରୀ ତଥା ଉଇକିଆଳି ଶ୍ଵେତପଦ୍ମା ଶତପଥୀ ଙ୍କ ତତ୍ତ୍ଵାବଧାନ ରେ କର୍ମଚାରୀ ମାନେ ପ୍ରତିମାସ ରେ ଗୋଟିଏ କର୍ମଶାଳା କରିବେ ବୋଲି ମତାମତ ଦେଇଥିଲେ।
କର୍ମଶାଳାର ବିଷୟବସ୍ତୁ - ଓଡିଆ ଉଇକିପଡ଼ିଆରେ ସାଧାରଣ ସମ୍ପାଦନା - ଉଇକିପିଡ଼ିଆର ଉପଯୋଗୀତା ତଥା କୃଷି ଓ ଗବେଷଣା କ୍ଷେତ୍ରରେ ଏହାର ବ୍ୟବହାର - ଭବିଷ୍ୟତ ରେ ଉକ୍ତ ଅନୁଷ୍ଠାନ ରେ ପ୍ରତି ମାସ ରେ ଗୋଟିଏ କର୍ମଶାଳା କରିବା ପ୍ରସ୍ତାବ ଯୋଗଦାନକାରୀ ଉଇକିଆଳି 1. ସୁବାସ ଚନ୍ଦ୍ର ରାଉତ<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Subas_Chandra_Rout> 2. ଶ୍ଵେତପଦ୍ମା ଶତପଥୀ<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Swetapadma07> 3. ସୁଭାସିସ ପାଣିଗ୍ରାହୀ<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Psubhashish> 4. ଶିତିକଣ୍ଠ ଦାଶ<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:%E0%AC%B6%E0%AC%BF%E0%AC%A4%E0%AC%BF%E0%AC%95%E0%AC%A3%E0%AD%8D%E0%AC%A0_%E0%AC%A6%E0%AC%BE%E0%AC%B6> 5. ଦୀପ୍ତିମାନ ପାଣିଗ୍ରାହୀ<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Guguly18> ଟୁଇଟର (Twitter) - Tweet with *#WPMBBS6* twitter hashtag ଟୁଇଟରରେ ଏହି କର୍ମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)<http://twitter.com/#%21/search?q=%23WPMBBS6> -- Regards Diptiman Panigrahi M.Tech Information Security Birla Institute of Technology Mesra Ranchi, Jharkhand _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
