*ଆଗାମୀ IRC ନିମ୍ନଲିଖିତ ୫ ଟି ବିଷୟ ଉପରେ ଆଲୋଚନା କରାଯିବାର ପ୍ରସ୍ତାବ ରହିଛି ଦୟାକରି
ଆଉ କିଛି ବିଷୟ ଥିଲେ ନିଜର ମତାମତ ଆଲୋଚନା ସଭା ରେ ଦେଇପାରିବେ।*

*IRC* ରେ ହବାକୁ ଥିବା ଅଲୋଚନା :
୧. ସଭାସ୍ଥାନ ନିର୍ଣ୍ଣୟ
୨. ଦାୟିତ୍ଵ ବଣ୍ଟନ
୩. ଅତିଥି ନିମନ୍ତ୍ରଣ
୪. ପ୍ରାକ୍ ପ୍ରସ୍ତୁତି ଆଲୋଚନା
୫. ସହଯୋଗୀ ଅନୁଷ୍ଠାନ ଆଲୋଚନା

-- 
ଧନ୍ୟବାଦ ର ସହ
ଦୀପ୍ତିମାନ
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or
  • [Wikipedia-OR] ... ଦୀପ୍ତିମାନ ପାଣିଗ୍ରାହୀ
    • [Wikipedia... ଦୀପ୍ତିମାନ ପାଣିଗ୍ରାହୀ

Reply via email to