*ଆଗାମୀ IRC ନିମ୍ନଲିଖିତ ୫ ଟି ବିଷୟ ଉପରେ ଆଲୋଚନା କରାଯିବାର ପ୍ରସ୍ତାବ ରହିଛି ଦୟାକରି ଆଉ କିଛି ବିଷୟ ଥିଲେ ନିଜର ମତାମତ ଆଲୋଚନା ସଭା ରେ ଦେଇପାରିବେ।*
*IRC* ରେ ହବାକୁ ଥିବା ଅଲୋଚନା : ୧. ସଭାସ୍ଥାନ ନିର୍ଣ୍ଣୟ ୨. ଦାୟିତ୍ଵ ବଣ୍ଟନ ୩. ଅତିଥି ନିମନ୍ତ୍ରଣ ୪. ପ୍ରାକ୍ ପ୍ରସ୍ତୁତି ଆଲୋଚନା ୫. ସହଯୋଗୀ ଅନୁଷ୍ଠାନ ଆଲୋଚନା IRC ବିବରଣୀ: Channel: #Wikimedia-or Date: ମାର୍ଚ୍ଚ ୧୦, ୨୦୧୪ (ସୋମବାର) Time: ସନ୍ଧ୍ୟା ୬.୩୦ ରୁ ୯ ଟା ଧନ୍ୟବାଦ ର ସହ ଦୀପ୍ତିମାନ _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
