ସଭିଙ୍କୁ ଓଳଗି,

୨୦୦୨ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ସମ୍ପାଦନା ହୋଇଥିଲା । ଏହି
ଦିନରୁ ଆରମ୍ଭ କରି ଏକ ସପ୍ତାହ ଧରି ଆମେମାନେ ଗଣ-ସମ୍ପାଦନା କରିବାର ଆଲୋଚନା ହୋଇଥିଲା ।
ଏଥିରେ ଓଡ଼ିଶାର ମହାମନିଷୀମାନଙ୍କ ଉପରେ ଥିବା ପ୍ରସଙ୍ଗମାନ ସୁଧାରିବାର ଯୋଜନା ହୋଇଛି ।
କିପରି ଏହି ଗଣ-ସମ୍ପାଦନା କରାଯିବ ତା' ବାବଦରେ ଆଜି ରାତି ୮ ଘଟିକାରେ ଆମେ ମାନେ IRC ରେ
ଆଲୋଚନା କରିବୁ । ସମସ୍ତଙ୍କୁ ଅନୁରୋଧ
‪#‎wikipedia‬<https://www.facebook.com/hashtag/wikipedia?source=feed_text&story_id=722833671093520>-or
ଚ୍ୟାନେଲରେ ଯୋଗଦେବା ନିମନ୍ତେ ।

*ଚାଟରେ ଯୋଗଦେବା ପାଇଁ ଲିଙ୍କ:
http://webchat.freenode.net/?channels=wikipedia-or
<http://webchat.freenode.net/?channels=wikipedia-or>*

ଆଲୋଚନାର ବିଷୟବସ୍ତୁ:

   - ଗଣ-ସମ୍ପାଦନା ପାଇଁ ତାଲିକା ତିଆରି (କେତୋଟି ପ୍ରସଙ୍ଗ ବଛାଯିବ ଓ କିଏ ଏହା ତିଆରି
   କରିବାର ମୁଖ୍ୟ ଦାୟୀତ୍ୱ ନେବେ)
   - ବେଳ ଅନୁକୁଳ ମଣିଲେ ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର ଉଦ୍‌ଘାଟନ
   ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା
   - ଗଣ-ସମ୍ପାଦନା ପାଇଁ ମାସିକ ଲକ୍ଷ୍ୟ (କେତୋଟି ପ୍ରସଙ୍ଗର ମାନ ଉନ୍ନତ ହେବ, କେତେ ଜଣ
   ପୁରୁଖା ଓ କେତେ ଜଣ ନୂଆ ଉଇକିଆଳି ଯୋଗଦେବେ)
   - ନୂଆମାନଙ୍କ ପାଇଁ ଏକ ସହଜ ଶିକ୍ଷଣ (
   https://or.wikipedia.org/wiki/User:Psubhashish/Chatasabha)
   
<https://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Psubhashish/Chatasabha>

--

ସୁଭ
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to