କହନା କହନା ସେକଥା, ମୋ ନେଟ କଟୁଥିଲା । ମୁଁ ତରବରରେ ଯାହା ମିିଳିଲା ପଠେଇଦେଇଛି :)
2014-05-24 18:59 GMT+05:30 ansuman <[email protected]>: > Hey tu para Gyana bhainanku kahuthilu shortlink use kariba pain! > > "WP", "User" use karuna kana pain? > > Ansuman > > > > > 2014-05-24 18:36 GMT+05:30 Subhashish Panigrahi <[email protected]>: > > > ସଭିଙ୍କୁ ଓଳଗି, > > > > ୨୦୦୨ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ସମ୍ପାଦନା ହୋଇଥିଲା । ଏହି > > ଦିନରୁ ଆରମ୍ଭ କରି ଏକ ସପ୍ତାହ ଧରି ଆମେମାନେ ଗଣ-ସମ୍ପାଦନା କରିବାର ଆଲୋଚନା ହୋଇଥିଲା । > > ଏଥିରେ ଓଡ଼ିଶାର ମହାମନିଷୀମାନଙ୍କ ଉପରେ ଥିବା ପ୍ରସଙ୍ଗମାନ ସୁଧାରିବାର ଯୋଜନା ହୋଇଛି । > > କିପରି ଏହି ଗଣ-ସମ୍ପାଦନା କରାଯିବ ତା' ବାବଦରେ ଆଜି ରାତି ୮ ଘଟିକାରେ ଆମେ ମାନେ IRC > ରେ > > ଆଲୋଚନା କରିବୁ । ସମସ୍ତଙ୍କୁ ଅନୁରୋଧ > > #wikipedia< > > > https://www.facebook.com/hashtag/wikipedia?source=feed_text&story_id=722833671093520 > > >-or > > ଚ୍ୟାନେଲରେ ଯୋଗଦେବା ନିମନ୍ତେ । > > > > *ଚାଟରେ ଯୋଗଦେବା ପାଇଁ ଲିଙ୍କ: > > http://webchat.freenode.net/?channels=wikipedia-or > > <http://webchat.freenode.net/?channels=wikipedia-or>* > > > > ଆଲୋଚନାର ବିଷୟବସ୍ତୁ: > > > > - ଗଣ-ସମ୍ପାଦନା ପାଇଁ ତାଲିକା ତିଆରି (କେତୋଟି ପ୍ରସଙ୍ଗ ବଛାଯିବ ଓ କିଏ ଏହା ତିଆରି > > କରିବାର ମୁଖ୍ୟ ଦାୟୀତ୍ୱ ନେବେ) > > - ବେଳ ଅନୁକୁଳ ମଣିଲେ ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର > ଉଦ୍ଘାଟନ > > ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା > > - ଗଣ-ସମ୍ପାଦନା ପାଇଁ ମାସିକ ଲକ୍ଷ୍ୟ (କେତୋଟି ପ୍ରସଙ୍ଗର ମାନ ଉନ୍ନତ ହେବ, କେତେ > ଜଣ > > ପୁରୁଖା ଓ କେତେ ଜଣ ନୂଆ ଉଇକିଆଳି ଯୋଗଦେବେ) > > - ନୂଆମାନଙ୍କ ପାଇଁ ଏକ ସହଜ ଶିକ୍ଷଣ ( > > https://or.wikipedia.org/wiki/User:Psubhashish/Chatasabha) > > < > > > https://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Psubhashish/Chatasabha > > > > > > > -- > > > > ସୁଭ > > _______________________________________________ > > Wikipedia-OR mailing list > > [email protected] > > https://lists.wikimedia.org/mailman/listinfo/wikipedia-or > > > _______________________________________________ > Wikipedia-OR mailing list > [email protected] > https://lists.wikimedia.org/mailman/listinfo/wikipedia-or > -- Best! Subhashish Panigrahi Programme Officer, Access To Knowledge Centre for Internet and Society @psubhashish _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
