ଆସନ୍ତା ୧୧ ତାରିଖରେ ରାତି ୮ଟାରେ IRC ଆଲୋଚନା ହବାକୁ ଯାଉଛି । *ଆଲୋଚନାର ବିଷୟ*
1. ଉଇକି କ୍ଲବପାଇଁ ଆଗାମୀ ଯୋଜନା 2. ଭୁବନେଶ୍ଵର, ଢେଙ୍କାନାକ ଓ ବାକି ଜାଗାମାନଙ୍କରେ କର୍ମଶାଳା ପାଇଁ ଯୋଜନା ଭାଗନେବାକୁ ଥିବା ଉଇକିଆଳି ନିଜ ନାମ ଏହି ପାରା ରେ ଲେଖେଇବାକୁ ଅନୁରୋଧ। IRC ବିବରଣୀ: Channel: #Wikimedia-or Date: ଜୁଲାଇ ୧୧, ୨୦୧୪ (ଶୁକ୍ରବାର) Time: ସନ୍ଧ୍ୟା ୮.୦୦ ରୁ ୯.୩୦ ଯାଏଁ -- ଦୀପ୍ତିମାନ _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
