ଆଉଥରେ ମନେପକେଇଦେବା ପାଇଁ :

ଆଜି (ଜୁଲାଇ ୧୧ ତାରିଖ) ରାତି ୮ଟାରେ IRC ଆଲୋଚନା ହବାକୁ ଯାଉଛି ।

*ଆଲୋଚନାର ବିଷୟ*

   1. ଉଇକି କ୍ଲବପାଇଁ ଆଗାମୀ ଯୋଜନା
   2. ଭୁବନେଶ୍ଵର, ଢେଙ୍କାନାକ ଓ ବାକି ଜାଗାମାନଙ୍କରେ କର୍ମଶାଳା ପାଇଁ ଯୋଜନା


ଭାଗନେବାକୁ ଥିବା ଉଇକିଆଳି ନିଜ ନାମ ଏହି ପାରା ରେ ଲେଖେଇବାକୁ ଅନୁରୋଧ।
IRC ବିବରଣୀ: Channel: #Wikimedia-or
Date: ଜୁଲାଇ ୧୧, ୨୦୧୪ (ଶୁକ୍ରବାର)
Time: ସନ୍ଧ୍ୟା ୮.୦୦ ରୁ ୯.୩୦ ଯାଏଁ

-- 
ଦୀପ୍ତିମାନ
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or
  • [Wikipedia-OR] ... ଦୀପ୍ତିମାନ ପାଣିଗ୍ରାହୀ
    • [Wikipedia... ଦୀପ୍ତିମାନ ପାଣିଗ୍ରାହୀ

Reply via email to