ନମସ୍କାର, ସମ୍ବାଦ '୧୦୦' ମହିଳା ଗଣସମ୍ପାଦନା[୧], ସମ୍ବାଦ, ଓଡ଼ିଆ ଉଇକିପିଡ଼ିଆ ଓ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି ଦ୍ୱାରା ଆୟୋଜିତ ଏକ ଗଣସମ୍ପାଦନା । ଏହି ଗଣସମ୍ପାଦନାରେ ଲକ୍ଷ୍ୟ ଓଡ଼ିଶାର ୧୦୦ଜଣ ମହିଳାଙ୍କ ଉପରେ ପ୍ରସଙ୍ଗ ତିଆରି କରିବା କିମ୍ବା ଉନ୍ନତ କରିବା । ଗଣ-ସମ୍ପାଦନାଟି ମାର୍ଚ୍ଚ ୧୮ ଓ ୧୯ରେ ସମ୍ବାଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଗଣସମ୍ପାଦନାରେ ପ୍ରସଙ୍ଗ ଗୁଡ଼ିକ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ମହିଳା ଶିକ୍ଷା ବିଭାଗ ଓ ସମ୍ବାଦ ତଥ୍ୟ ପ୍ରଦାନ କରିବ । ଭୁବନେଶ୍ୱରରେ ରହୁଥିବା ମହିଳା ଉଇକିଆଳି ମାନଙ୍କୁ ଏଥିରେ ଭାଗ ନେବାକୁ ଅନୁରୋଧ।
[୧] https://or.wikipedia.org/s/13hj ----------- *Sailesh Patnaik* "*ଶୈଳେଶ ପଟ୍ଟନାୟକ*" Programme Associate, Access To Knowledge Centre for Internet and Society Phone: +91-7537097770 *LinkedIn* : https://www.linkedin.com/in/sailesh-patnaik-551a10b4 *Twitter* : @saileshpat "Imagine a world in which every single human being can freely share in the sum of all knowledge. Help us make it a reality" _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
