ଶୈଳେଶ, ଗଣସମ୍ପାଦନାର ଲେଖା ସିନା ମହିଳାମାନଙ୍କ ଉପରେ ହେଲେ ଲେଖିବା ଲୋକ କାହିଁକି କେବଳ ମହିଳା ହେବେ? ମୋ ମତରେ ଏସବୁ ବିଷୟରେ ଲେଖିବାକୁ ଇଚ୍ଛୁକ ସଭିଏଁ ଭାଗ ନେଇପାରିବେ । ନେବା ଉଚିତ । ତା' ଛଡ଼ା ମହିଳାମାନଙ୍କ ଉପରେ କମସଂଖ୍ୟକ ଲେଖା ଥିବାରୁ କେବଳ ମହିଳାମାନେ ଭାଗ ନେଇପାରିବେ ଲେଖିଲେ ହୁଏତ ଇଚ୍ଛୁକ ଥିବା ବାକି ଉଇକିଆଳିମାନେ ଭାଗନେଇ ନ ପାରନ୍ତି । ଆଉ ଅସୁବିଧାଟି ସେଇ ଅସୁବିଧା ହୋଇ ପୁଣି ରହିଯିବ ।
ସୁଭ 2017-02-24 11:54 GMT+05:30 Sailesh Patnaik <[email protected]>: > ନମସ୍କାର, > ସମ୍ବାଦ '୧୦୦' ମହିଳା ଗଣସମ୍ପାଦନା[୧], ସମ୍ବାଦ, ଓଡ଼ିଆ ଉଇକିପିଡ଼ିଆ ଓ ସେଣ୍ଟର ଫର > ଇଣ୍ଟରନେଟ ଆଣ୍ଡ ସୋସାଇଟି ଦ୍ୱାରା ଆୟୋଜିତ ଏକ ଗଣସମ୍ପାଦନା । ଏହି ଗଣସମ୍ପାଦନାରେ ଲକ୍ଷ୍ୟ > ଓଡ଼ିଶାର ୧୦୦ଜଣ ମହିଳାଙ୍କ ଉପରେ ପ୍ରସଙ୍ଗ ତିଆରି କରିବା କିମ୍ବା ଉନ୍ନତ କରିବା । > ଗଣ-ସମ୍ପାଦନାଟି ମାର୍ଚ୍ଚ ୧୮ ଓ ୧୯ରେ ସମ୍ବାଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । > ଗଣସମ୍ପାଦନାରେ ପ୍ରସଙ୍ଗ ଗୁଡ଼ିକ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ମହିଳା ଶିକ୍ଷା ବିଭାଗ ଓ > ସମ୍ବାଦ ତଥ୍ୟ ପ୍ରଦାନ କରିବ । ଭୁବନେଶ୍ୱରରେ ରହୁଥିବା ମହିଳା ଉଇକିଆଳି ମାନଙ୍କୁ ଏଥିରେ > ଭାଗ ନେବାକୁ ଅନୁରୋଧ। > > [୧] https://or.wikipedia.org/s/13hj > > ----------- > *Sailesh Patnaik* "*ଶୈଳେଶ ପଟ୍ଟନାୟକ*" > Programme Associate, Access To Knowledge > Centre for Internet and Society > Phone: +91-7537097770 > *LinkedIn* : https://www.linkedin.com/in/sailesh-patnaik-551a10b4 > *Twitter* : @saileshpat > > "Imagine a world in which every single human being can freely share in the > sum of all knowledge. Help us make it a reality" > _______________________________________________ > Wikipedia-OR mailing list > [email protected] > https://lists.wikimedia.org/mailman/listinfo/wikipedia-or > _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
