ଇଂରାଜୀ ତା ୦୩ ଜୁଲାଇ ୨୦୧୩ ରିଖ ବୁଧବାର ଦିନ ଭୁବନେଶ୍ଵର ର "ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ' ପ୍ରାଙ୍ଗଣ ରେ ଏକ କର୍ମଶାଳା ଓ ମେଳଣ ଅପରାହ୍ନ (ଦ୍ଵିପହର) ଘ୨.୩୦ମି ରେ ଅନୁଷ୍ଠିତ ହେବ।
ଓଡିଆ ଉଇକିପେଡିଆ ରେ କିପରି ଲେଖା ଯାଏ ଏଥିରେ ଆଲୋଚନା ହଉଥିବାରୁ ସମସ୍ତ ନୂଆ ଉଇକିଆଳି ମାନଙ୍କୁ ଆସିବାକୁ ଅନୁରୋଧ କରାଯାଉଛି। କର୍ମଶାଳା ପରିଚାଳନା ପାଇଁ ଭୁବନେଶ୍ଵର ରେ ଥିବା ସମସ୍ତ ପୁରୁଣା ଉଇକିଆଳି ମାନେ ଉପସ୍ଥିତ ରହିବାକୁ ଅନୁରୋଧ। ବିଷୟବସ୍ତୁ ଓଡିଆ ଉଇକିପେଡିଆ ଲେଖନ ଶୈଳୀ -- Regards Diptiman Panigrahi M.Tech Information Security Birla Institute of Technology Mesra Ranchi, Jharkhand _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
