ପ୍ରିୟ ଉଇକିଆଳିଗଣ,
 ଡେରିରେ ଲେଖିଥିବାରୁ ଦୁଃଖିତ । ଷଷ୍ଠ ଉଇକି
ମେଳଣ<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%AE%E0%AD%87%E0%AC%B3%E0%AC%A3/%E0%AC%AD%E0%AD%81%E0%AC%AC%E0%AC%A8%E0%AD%87%E0%AC%B6%E0%AD%8D%E0%AD%B1%E0%AC%B0/%E0%AC%AD%E0%AD%81%E0%AC%AC%E0%AC%A8%E0%AD%87%E0%AC%B6%E0%AD%8D%E0%AD%B1%E0%AC%B0%E0%AD%AC>
ସମୟରେ
କିଛି ବିଷୟ ଆଲୋଚନା କରଯାଇଥିଲା, ସେଗୁଡ଼ିକ ହେଲା:

୧.  ୟୁଜର ଇଣ୍ଟରଫେସରେ ବଦଳ  (ଏହା ସମ୍ପର୍କରେ ଆଲୋଚନା ସଭାରେ ଆଲୋଚନା
<http://or.wikipedia.org/wiki/%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE#.E0.AD.9F.E0.AD.81.E0.AC.9C.E0.AC.B0_.E0.AC.87.E0.AC.A3.E0.AD.8D.E0.AC.9F.E0.AC.B0.E0.AC.AB.E0.AD.87.E0.AC.B8.E0.AD.8D.E2.80.8C.E0.AC.B0.E0.AD.87_.E0.AC.B9.E0.AD.8B.E0.AC.87.E0.AC.A5.E0.AC.BF.E0.AC.AC.E0.AC.BE_.E0.AC.AC.E0.AC.A6.E0.AC.B3>
 ଚାଲିଛି)

୨.  ଉଇକିପିଡିଆ ଉପରେ ଦେଖାଯାଉଥିବା ବ୍ୟାନର ରେ ବଦଳ (ଉଇକିପିଡିଆରେ ନୂଆ ଉଇକିଆଳିଙ୍କ
ସହାୟତା ନିମନ୍ତେ ଥିବା ବ୍ୟାନରଟି ବହୁତ ବଡ ଥିଲା । ଏଣୁ ଏହାକୁ ବଦଳାଇ ନୂଆ, ଆକର୍ଷଣୀୟ ଓ
ଉପଯୋଗୀ ଆଉ ଏକ ବ୍ୟାନର ଯୋଡିବା ପ୍ରସଙ୍ଗ ଉଠିଥିଲା । ବ୍ୟାନରରେ ଆଜି ଅଳ୍ପ ବଦଳ କରାଯାଇଛି)

୩. ଓଡ଼ିଆ ଉଇକିପିଡିଆରେ ଉଇକି ସଂବାଦ ଆରମ୍ଭ କରିବା ଯୋଜନା । (ଏହା ପାଇଁ କିଛି
ସମ୍ପାଦିକଙ୍କ ସହାୟତା ନେବା ପାଇଁ ପ୍ରସ୍ତାବ ଥିଲା)

୪. ULS ର ଉପଯୋଗିତା କେତେ ? ଉଇକିପିଡିଆରେ ଏହି ବଦଳ ଯୋଗୁଁ ନୂଆ ଓ ପୁରୁଣା ଉଇକିଆଲି ଏବଂ
ଇଣ୍ଟର୍ନେଟ ସ୍ୟାଭି ଓ ଅନଭ୍ୟସ୍ତ ବ୍ୟକ୍ତିଙ୍କ  ଅସୁବିଧା-ସୁବିଧା ସମ୍ପର୍କରେ ଆଲୋଚନା
କରଯାଇଥିଲା ।

୫. ଏତଦ ବ୍ୟତୀତ ଓଡ଼ିଆ ଉଇକିପିଡିଆକୁ ଅଧିକ ଲୋକଙ୍କ ପାଖରେ କିପରି ପହଞ୍ଚାଇହେବ (?),
 ବୁର୍ଲା, ଖୋର୍ଦ୍ଧା ଓ ଅନ୍ୟାନ୍ୟ ସ୍ଥାନରେ ହେବାକୁ ଥିବା ଉଇକି କର୍ମଶାଳା ପରିଚାଳନା,
ୟୁସର ଇଣ୍ଟରଫେସ କୁ ଅଧିକ ସହଜ କରିବା ପାଇଁ ଆବଶ୍ୟକୀୟ ଅନ୍ୟାନ୍ୟ ବଦଳ ସମ୍ପର୍କରେ ଆଲୋଚନା
ହୋଇଥିଲା ।

ସେଠାରେ ସେଦିନ ଅନେକ ଉଇକିଆଳି ଉପସ୍ଥିତ ରହିପାରିନଥିଲେ । ଏଣୁ ଉକ୍ତ ବିଷୟ ଗୁଡ଼ିକ ବାବଦରେ
ଆପଣଙ୍କ ମତାମତ  ଆଲୋଚନା
ସଭାରେ<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86_%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE_%E0%AC%B8%E0%AC%AD%E0%AC%BE#.E0.AC.B7.E0.AC.B7.E0.AD.8D.E0.AC.A0_.E0.AC.89.E0.AC.87.E0.AC.95.E0.AC.BF_.E0.AC.AE.E0.AD.87.E0.AC.B3.E0.AC.A3_.E0.AC.B8.E0.AC.AE.E0.AC.A4.E0.AC.BE.E0.AC.B0.E0.AD.87_.E0.AC.B9.E0.AD.8B.E0.AC.87.E0.AC.A5.E0.AC.BF.E0.AC.AC.E0.AC.BE_.E0.AC.95.E0.AC.BF.E0.AC.9B.E0.AC.BF_.E0.AC.86.E0.AC.B2.E0.AD.8B.E0.AC.9A.E0.AC.BF.E0.AC.A4_.E0.AC.AC.E0.AC.BF.E0.AC.B7.E0.AD.9F>
ଦିଅନ୍ତୁ
।

--*ଶିତିକଣ୍ଠ*<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:%E0%AC%B6%E0%AC%BF%E0%AC%A4%E0%AC%BF%E0%AC%95%E0%AC%A3%E0%AD%8D%E0%AC%A0_%E0%AC%A6%E0%AC%BE%E0%AC%B6>
 
(ଆଲୋଚନା<http://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80%E0%AC%99%E0%AD%8D%E0%AC%95_%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:%E0%AC%B6%E0%AC%BF%E0%AC%A4%E0%AC%BF%E0%AC%95%E0%AC%A3%E0%AD%8D%E0%AC%A0_%E0%AC%A6%E0%AC%BE%E0%AC%B6>
)
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to