ଧନ୍ୟବାଦର ସହ

ଆଶୁତୋଷ କର
ୱାଈ- ୩୦୯, ଯଦୁକୂଳ ଏନକ୍ଳେଭ
ମହତାବ ରୋଡ
କଟକ
୭୫୩୦୧୨


2014-02-15 16:16 GMT+05:30 Shitikantha Dash <[email protected]>:

> ପ୍ରିୟ ଉଇକିଆଳି ବନ୍ଧୁଗଣ,
>
> ଗତ ଜାନୁଆରୀ ୨୯ ରେ ସମସ୍ତେ ଓଡ଼ିଆ ଉଇକିପିଡ଼ିଆ ଜନ୍ମତିଥି ପାଳନ କରିଥିଲୁ । କିଛି ଉଇକିଆଳି
> କାର୍ଯ୍ୟବ୍ୟସ୍ତତା ହେତୁ ଯୋଗଦେଇ ପାରିନଥିଲେ । ଏହା ପୂର୍ବରୁ ହୋଇଥିବା
> ଆଲୋଚନାରେ<
> http://or.wikipedia.org/wiki/%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE#.E0.AC.AA.E0.AD.81.E0.AC.B0.E0.AC.B8.E0.AD.8D.E0.AC.95.E0.AC.BE.E0.AC.B0
> >
> ସମସ୍ତ
> ସକ୍ରିୟ ଉଇକିଆଳିଙ୍କୁ ମାନପତ୍ର ଦେବା କଥା ସ୍ଥିର ହୋଇଥିଲା । ମାନପତ୍ର ଛପିବାରେ କିଛି
> ବିଳମ୍ବ ଯୋଗୁଁ *ଦେବୀ ସାର*ଙ୍କ ଦସ୍ତକତ ହୋଇପାରିନଥିଲା । କିନ୍ତୁ ପରେ ଦେବୀ ବାବୁଙ୍କ
> ଠାରୁ ଦସ୍ତକତ କରାଇ ଆଣିଥିଲି । ଯେଉଁ ମାନେ ଭୁବନେଶ୍ଵରରେ ଉପସ୍ଥିତ ଅଛନ୍ତି ସେମାନଙ୍କୁ
> ମାନପତ୍ର ଏହି ଫେବୃୟାରି ମେଳଣ ସମୟରେ ଦିଆଯାଇପରିବ । ଭୁବନେଶ୍ଵର ବାହାରେ ରହୁଥିବା
> ଉଇକିଆଳିମାନେ ଦୟାକରି ନିଜ ଠିକଣା ଜଣେଇଲେ ମାନପତ୍ର ଗୁଡ଼ିକୁ ସେମାନଙ୍କ ପାଖକୁ ପଠାଇବାର
> ବ୍ୟବସ୍ଥା କରିଦିଆଯିବ ।
>
> ନିମ୍ନରେ ମୁଁ ଉଇକିଆଳିଙ୍କ ନାମ ଲେଖିଦେଉଛି:
>
> କୁପସିନ୍ଧୁ ମୁଦୁଲି, ଶୁଭ୍ରାଂଶୁ ଶେଖର ମିଶ୍ର, ମୃତ୍ୟୁଞ୍ଜୟ କର, ମନୋରଞ୍ଜନ ବେହେରା,
> ଜ୍ଞାନରଞ୍ଜନ ସାହୁ, ମନୋଜ ସାହୁକାର, ଗୋର୍ବାଚୋଭ ପୋଥାଳ, ଶଶାଙ୍କ ଶେଖର ଦାସ, ଶିଲେଶ
> ପଟ୍ଟନାୟକ, ସୁଭାସିସ ପାଣିଗ୍ରାହୀ, ଶ୍ରୀକାନ୍ତ କେଡିଆ, ସୂରଥ କୁମାର ପାଢୀ, ସତ୍ୟକାମ
> ଦାଶ, ଅଂଶୁମାନ ଗିରି, ଦୀପ୍ତିମାନ ପାଣିଗ୍ରାହୀ, ଆଦିତ୍ୟ ମାହାର, ମନୋରଞ୍ଜନ ମଲ୍ଲିକ,
> ପ୍ରୀତିରଞ୍ଜନ ତ୍ରିପାଠୀ, ସୁବାସ ଚନ୍ଦ୍ର ରାଉତ, କମଳାକାନ୍ତ ନାୟକ, ଆଶୁତୋଷ କର ।
>
> (ମେଲ ପଠାଇବାରେ ବିଳମ୍ବ ହେତୁ ଦୁଃଖିତ)
>
>
>
> ଶିତିକଣ୍ଠ ଦାଶ
> ଜଣେ ଉଇକିଆଳି
> _______________________________________________
> Wikipedia-OR mailing list
> [email protected]
> https://lists.wikimedia.org/mailman/listinfo/wikipedia-or
>
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or
  • [Wikipedia-OR] ... Shitikantha Dash
    • Re: [Wikip... ଦୀପ୍ତିମାନ ପାଣିଗ୍ରାହୀ
      • Re: [W... ansuman
        • Re... ଦୀପ୍ତିମାନ ପାଣିଗ୍ରାହୀ
    • Re: [Wikip... Asutosh Kar
      • Re: [W... Shitikantha Dash
        • Re... ansuman
          • ... Shitikantha Dash
            • ... ଦୀପ୍ତିମାନ ପାଣିଗ୍ରାହୀ
              • ... Subhashish Panigrahi
                • ... Shitikantha Dash

Reply via email to