ତିଆରି ତ ହେଇସାରିଲାଣି । ଠିକ ଅଛି କାହାରିକି ଦିଆଯାଇ ନାହିଁ । ତେବେ ଯେଉଁ ମାନେ ଓଡ଼ିଶା
ଦିବସ ଦିନ ଆସିବେ ହାତେ ହାତେ ଦେଇଦେବି ଯେଉଁ ମାନେ ଆସିପାରିବେ ନାହିଁ ପଠେଇ ଦେବି । ଠିକ
ହେବ ? ସମସ୍ତଙ୍କର ମତ କଣ ?

ଶିତିକଣ୍ଠ


2014-03-05 2:15 GMT+05:30 ansuman <[email protected]>:

> ​bhai dekha hele bhala​, nahele nahin. dakare patheibar kichi aabashyakata
> nahin! :D
>
> manapatra mun anyamananka pain kahithili na, mo pain nalekhithile bhala
> hoithanta :P
>
> Ansuman
>
>
>
>
> 2014-03-04 5:46 GMT+05:30 Shitikantha Dash <[email protected]>:
>
> > ଅଂଶୁମାନ ଭାଇ ତୁମ ଠିକଣା ଟା ତ କୁହ । ଆଜି କାଲି ଭିତରେ ପଠେଇବି ।
> >
> >
> > 2014-02-18 0:34 GMT+05:30 Asutosh Kar <[email protected]>:
> >
> > > ଧନ୍ୟବାଦର ସହ
> > >
> > > ଆଶୁତୋଷ କର
> > > ୱାଈ- ୩୦୯, ଯଦୁକୂଳ ଏନକ୍ଳେଭ
> > > ମହତାବ ରୋଡ
> > > କଟକ
> > > ୭୫୩୦୧୨
> > >
> > >
> > > 2014-02-15 16:16 GMT+05:30 Shitikantha Dash <[email protected]>:
> > >
> > > > ପ୍ରିୟ ଉଇକିଆଳି ବନ୍ଧୁଗଣ,
> > > >
> > > > ଗତ ଜାନୁଆରୀ ୨୯ ରେ ସମସ୍ତେ ଓଡ଼ିଆ ଉଇକିପିଡ଼ିଆ ଜନ୍ମତିଥି ପାଳନ କରିଥିଲୁ । କିଛି
> > > ଉଇକିଆଳି
> > > > କାର୍ଯ୍ୟବ୍ୟସ୍ତତା ହେତୁ ଯୋଗଦେଇ ପାରିନଥିଲେ । ଏହା ପୂର୍ବରୁ ହୋଇଥିବା
> > > > ଆଲୋଚନାରେ<
> > > >
> > >
> >
> http://or.wikipedia.org/wiki/%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE#.E0.AC.AA.E0.AD.81.E0.AC.B0.E0.AC.B8.E0.AD.8D.E0.AC.95.E0.AC.BE.E0.AC.B0
> > > > >
> > > > ସମସ୍ତ
> > > > ସକ୍ରିୟ ଉଇକିଆଳିଙ୍କୁ ମାନପତ୍ର ଦେବା କଥା ସ୍ଥିର ହୋଇଥିଲା । ମାନପତ୍ର ଛପିବାରେ
> > କିଛି
> > > > ବିଳମ୍ବ ଯୋଗୁଁ *ଦେବୀ ସାର*ଙ୍କ ଦସ୍ତକତ ହୋଇପାରିନଥିଲା । କିନ୍ତୁ ପରେ ଦେବୀ
> > ବାବୁଙ୍କ
> > > > ଠାରୁ ଦସ୍ତକତ କରାଇ ଆଣିଥିଲି । ଯେଉଁ ମାନେ ଭୁବନେଶ୍ଵରରେ ଉପସ୍ଥିତ ଅଛନ୍ତି
> > ସେମାନଙ୍କୁ
> > > > ମାନପତ୍ର ଏହି ଫେବୃୟାରି ମେଳଣ ସମୟରେ ଦିଆଯାଇପରିବ । ଭୁବନେଶ୍ଵର ବାହାରେ ରହୁଥିବା
> > > > ଉଇକିଆଳିମାନେ ଦୟାକରି ନିଜ ଠିକଣା ଜଣେଇଲେ ମାନପତ୍ର ଗୁଡ଼ିକୁ ସେମାନଙ୍କ ପାଖକୁ
> > ପଠାଇବାର
> > > > ବ୍ୟବସ୍ଥା କରିଦିଆଯିବ ।
> > > >
> > > > ନିମ୍ନରେ ମୁଁ ଉଇକିଆଳିଙ୍କ ନାମ ଲେଖିଦେଉଛି:
> > > >
> > > > କୁପସିନ୍ଧୁ ମୁଦୁଲି, ଶୁଭ୍ରାଂଶୁ ଶେଖର ମିଶ୍ର, ମୃତ୍ୟୁଞ୍ଜୟ କର, ମନୋରଞ୍ଜନ
> ବେହେରା,
> > > > ଜ୍ଞାନରଞ୍ଜନ ସାହୁ, ମନୋଜ ସାହୁକାର, ଗୋର୍ବାଚୋଭ ପୋଥାଳ, ଶଶାଙ୍କ ଶେଖର ଦାସ,
> ଶିଲେଶ
> > > > ପଟ୍ଟନାୟକ, ସୁଭାସିସ ପାଣିଗ୍ରାହୀ, ଶ୍ରୀକାନ୍ତ କେଡିଆ, ସୂରଥ କୁମାର ପାଢୀ,
> ସତ୍ୟକାମ
> > > > ଦାଶ, ଅଂଶୁମାନ ଗିରି, ଦୀପ୍ତିମାନ ପାଣିଗ୍ରାହୀ, ଆଦିତ୍ୟ ମାହାର, ମନୋରଞ୍ଜନ
> ମଲ୍ଲିକ,
> > > > ପ୍ରୀତିରଞ୍ଜନ ତ୍ରିପାଠୀ, ସୁବାସ ଚନ୍ଦ୍ର ରାଉତ, କମଳାକାନ୍ତ ନାୟକ, ଆଶୁତୋଷ କର ।
> > > >
> > > > (ମେଲ ପଠାଇବାରେ ବିଳମ୍ବ ହେତୁ ଦୁଃଖିତ)
> > > >
> > > >
> > > >
> > > > ଶିତିକଣ୍ଠ ଦାଶ
> > > > ଜଣେ ଉଇକିଆଳି
> > > > _______________________________________________
> > > > Wikipedia-OR mailing list
> > > > [email protected]
> > > > https://lists.wikimedia.org/mailman/listinfo/wikipedia-or
> > > >
> > > _______________________________________________
> > > Wikipedia-OR mailing list
> > > [email protected]
> > > https://lists.wikimedia.org/mailman/listinfo/wikipedia-or
> > >
> > _______________________________________________
> > Wikipedia-OR mailing list
> > [email protected]
> > https://lists.wikimedia.org/mailman/listinfo/wikipedia-or
> >
> _______________________________________________
> Wikipedia-OR mailing list
> [email protected]
> https://lists.wikimedia.org/mailman/listinfo/wikipedia-or
>
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to