ସୁଧୀର ବାବୁ ନମସ୍କାର ଘେନିବେ!

ଆପଣଙ୍କ ମତାମତ ପାଇ ଆନନ୍ଦ ଲାଗିଲା । ମୁଁ ଏହି ମେଲରେ ଆମ କର୍ମୀ ବନ୍ଧୁ ମନୋଜ
ସାହୁକାରଙ୍କ ତିଆରି "ଟାଇପ ଓଡ଼ିଆ" ପଠାଇଲି । ତାହାକୁ ଇନଷ୍ଟଲ ନ କରି କେବଳ
TypeOdia.html file ଟିକୁ Mozilla Firefox ବ୍ରାଉଜରରେ ଖୋଲି ଟିକେ ପରଖ କରି ଦେଖିବେ
କି ଏହା ଠିକରେ କାମ କରୁଛି କି ନାହିଁ ।

ଆମେ ଆଉ କିଛି ଦିନ ଭିତରେ ଆକୃତିରେ ବ୍ୟବହୃତ ହେଉଥିବା Modular ଲେଆଉଟଟି ଓଡ଼ିଆ
ଉଇକିପିଡ଼ିଆରେ ବ୍ୟବହାର କରିବୁ ଯାହା ଅନେକ ବ୍ୟବହାରକାରୀଙ୍କ କାମରେ ଲାଗିବ ।
ଉଇକିପିଡ଼ିଆର ଅନ୍ୟାନ୍ୟ ଟେକନିକାଲ ବା ଭାଷାଗତ ବିଷୟ ଉପରେ ଆପଣ ଲଗ-ଇନ କରି "ଆଲୋଚନା
ସଭା" (https://or.wikipedia.org/wiki/WP:VP) ରେ ଦେଇପାରିଲେ ସମସ୍ତଙ୍କ ଜାଣିବାରେ
ସୁବିଧା ହେବ ।

ଆପଣଙ୍କ ସହଯୋଗ ଓ ଆଶୀର୍ବାଦ କାମନରେ
-- ସୁଭାସିସ
ଓଡ଼ିଆ ଉଇକିପିଡ଼ିଆର ପରିଚାଳକ


2014-03-31 12:10 GMT+05:30 sudhir Mohanty <[email protected]>:

> I am writing in odia script. let me know whether it is readdable ?
> ମୁଁ ଡକ୍ଟର ସୁିଧୀର ଚନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ଓଡିଆ ଅଧ୍ୟାପକ ରେଭେନ୍ସା କଲେଜ ।
> ମୁଁ ଜଣେ ଭଞ୍ଜ ଗବେଷକ ଏବଂ ଓଡିଆ ଭାଷାର କମ୍ପ୍ୟଯରୀ କରଣ ପାଇଁ ଦୀର୍ଘ  ୨
> ବର୍ଷ ଧରି କାମ କରୁଛି । ଆପଣଙ୍କ ବୋତାମପଟ୍ଟି ଦେଖିଲି । ଆମେ ଏତିରେ; ସନ୍ତୁଷ୍ଟ
> ନୋହୁଁ । କାରଣ ଅଧିକାଂଶ ଓଡିଆ ଲୋକ ଶ୍ରୀଲିପି ବୋତାମପଟ୍ଟିରେ କାମ କରନ୍ତି ।
> ମୁଁ Unicodeରେ ଶ୍ରୀଲିପି ବୋତାମପଟ୍ଟି ପ୍ରସ୍ତୁତ କରିଛି । ଏହା ବର୍ତ୍ତମାନ ଉତ୍କଳ
> ବିଶ୍ୱବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡିଆ ବିଭାଗରେ କାମ କରୁଛି । ମୁଁ ଭଞ୍ଜ
> ଗ୍ରନ୍ଥାବଳୀ Unicodeରେ ଡିଟିପି କରୁଛି । ଏଣୁ ଦରକାର ଥିଲେ ମୋପାଖରୁ ବୋତାମ ପଟ୍ଟି
> ସାରେଣୀ ନେଇପାରନ୍ତି । ମୋର ପୁସ୍ତକ"ଓଡିଆ ଭାଷାର କମ୍ପ୍ୟୁଟରୀକରଣ"
> ଏ.କେ. ମିଶ୍ର ଆଜକୁ ୫ ବର୍ଷ ତଳେ କରିଛନ୍ତିି । ବହିଟିକୁ ଦେଖିବେ ଏବଂ ମତାମତ ପ୍ରଦାନପ
> କରିବେ । ଉଇଖିପିଡିଆ ପାଣି କିଛି ସାହାଯ୍ୟ ଦରକାର ଥିଲେମୋ ସହ
> ଯୋଗାଯୋଗ କରିବେ
> ମୋର ଫୋନ୍ ନଂ- ୯୨୩୮୬୦୫୩୪୨, ୯୪୩୯୩୫୫୫୬୭
> ଶୁଭେଚ୍ତଛା ସହ
> ସୁଧୀରଚନ୍ଦ୍ର ମହାନ୍ତି
> "ରାଜଲକ୍ଷ୍ମୀ"ମହାନ୍ତିପଡା, କଟକ-୭୫୩୦୦୨
>
> Sudhir Mohanty
> ସୁଧୀର ମହାନ୍ତି
>
> <http://sigads.rediff.com/RealMedia/ads/click_nx.ads/www.rediffmail.com/signatureline.htm@Middle?>
> Get your own *FREE* website, *FREE* domain & *FREE* mobile app with
> Company email.
> *Know More 
> >*<http://track.rediff.com/click?url=___http://businessemail.rediff.com/company-email-hosting-services?sc_cid=sign-1-10-13___&cmp=host&lnk=sign-1-10-13&nsrv1=host>




-- 
Regards
Odia (Oriya) Wikipedia Community

_______________________________________________
Wikipedia Odia (Oriya) mailing list
[email protected]
https://lists.wikimedia.org/mailman/listinfo/wikipedia-or

*facebook.com/OdiaWiki <http://facebook.com/OdiaWiki>Tweet @OdiaWiki*
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to