ହୋଲି ପର୍ବ ଅବସରରେ ଅନେକ ଶୁଭ କାମନା

ଓଡିଆ ଉଇକିପିଡ଼ିଆ ଏବଂ ଅନ୍ୟାନ application ରେ କିଛି ଓଡିଆ ଶବ୍ଦ ଅଖାଡୁଆ ଲାଗେ. ଧୀରେ
ଧୀରେ ସେଗୁଡିକୁ ପରିବର୍ତ୍ତନ କଲେ କେମିତି ହୁଅନ୍ତା?

ଉଦାହରଣ ସ୍ଵରୁପ: "Show Preview" ପାଇଁ "ଦେଖଣା" ନ ହୋଇ "ପୁର୍ବଭାସ ଦେଖାନ୍ତୁ" ହେଲେ
କେମିତି ହୁଅନ୍ତା?

- ଦେବୀପ୍ରସାଦ ସାହୁ
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to