କିନ୍ତୁ ପୂର୍ବାଭାସଟା preview ନୁହେଁ, ଏହା Recap.. ତା ଛଡ଼ା ଓଡ଼ିଆ ଭାଷାକୁ ଆଜି
ତାରିଖରେ ଯଦି ଅଧିକରୁ ଅଧିକ ଲୋକପ୍ରିୟ କରିବାକୁ ଆମେ ଚାହୁଁଛେ, ତାହେଲେ ଆମକୁ 'ଦେଖଣା'
ଭଳି ଯୁକ୍ତାକ୍ଷର ନଥିବା ଶବ୍ଦଗୁଡ଼ିକୁ ଆଦରି ନେବାକୁ ପଡ଼ିବ.. ନ ହେଲେ ସେମିତି
ଯୁକ୍ତାକ୍ଷର ବହୁଳ ଶବ୍ଦର ପ୍ରାଚୁର୍ଯ୍ୟ ଦେଖି ଯେ କେହି ଓଡ଼ିଆ ଭାଷୀ (ମୋ ଭଳି) ଆଗଭଳି
ଇଙ୍ଗ୍ଲିସ ଭାଷାରେ କାମ କରିବାକୁ ପସନ୍ଦ କରିବ.. ତେଣୁ 'ଦେଖଣା'ଟା ରହୁ..




-- 
ସଁବି ମହାତ
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to