ଭାଇ ଭଲ କଥା ଯେ ହେଲେ ସେଇଟା ୧୬ ପଣା ନୁହେ ଅଣା । ଯାହା ରଖିଲେ ଚଳିବ ଖାଲି ବ୍ୟବହାରକାରୀ
ଜାଣି ପାରିଲେ ହେଲା । ଆଉ ହଁ ଆମେ ଏସବୁରେ ସମୟ ନଷ୍ଟ ନକରି ଲେଖାଲେଖିରେ ଧ୍ୟାନ ଦେଲେ ଭଲ
ହେବ । ଭୁଲ ଥିଲେ କ୍ଷମା କରିବେ ଆଜ୍ଞା



Thanks & Regards,
*Jnanaranjan Sahu*
*Bhubaneswar*



2012/4/2 Swmbi Mwhatw <[email protected]>

>
> କଥାଟା ସୋଳ ପଣେ ସତ ଆଜ୍ଞା.. ତେବେ Preview ପାଇଁ *ପରଖିବେ* ବୋଲି ଲେଖିଲେ ମୋ ମତରେ
> ସବୁଠୁ ଭଲ ହୁଅନ୍ତା.. ଯେମିତି Save ପାଇଁ *ସାଇତିବେ* ବୋଲି ଲେଖାହୋଇଛି..
>
> --
> ସଁବି ମହାତ
>
>
> _______________________________________________
> Wikipedia-OR mailing list
> [email protected]
> https://lists.wikimedia.org/mailman/listinfo/wikipedia-or
>
>
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to