ଓଡିଆଭାଷା ସଂସ୍କୃତମୁକ୍ତ ହେବା ଜରୁରୀ , ତାହା ନ ହେଲେ ମୂଳ ଓଡିଆ ଶବ୍ଦ ବ୍ୟବହାର
ହୋଇପାଇବନାହିଁ | ତେଣୁ ଯଥା ସମ୍ଭବ ଯୁକ୍ତାକ୍ଷର ଶବ୍ଦ ଆଡେଇ ସହଜ ସରଳ ଗାଉଁଲି ଭାଷା
ବ୍ୟବହାର କରିବାର ଆବଶ୍ୟକ ରହିଛ | ପୂର୍ବାଭାସ ବା ପୂର୍ବାବଲୋକନ ସଂସ୍କୃତଶବ୍ଦ ,
ଓଡିଆଭାଷା ବ୍ୟବହାରରେ ଇଗ୍ରାଜୀ ଭଳି ସଂସ୍କୃତ ଶବ୍ଦ ପ୍ରୟୋଗକୁ ବିରୋଧ କରିବା
ଉଚିତ୍|

On 4/1/12, Swmbi Mwhatw <[email protected]> wrote:
> କିନ୍ତୁ ପୂର୍ବାଭାସଟା preview ନୁହେଁ, ଏହା Recap.. ତା ଛଡ଼ା ଓଡ଼ିଆ ଭାଷାକୁ ଆଜି
> ତାରିଖରେ ଯଦି ଅଧିକରୁ ଅଧିକ ଲୋକପ୍ରିୟ କରିବାକୁ ଆମେ ଚାହୁଁଛେ, ତାହେଲେ ଆମକୁ 'ଦେଖଣା'
> ଭଳି ଯୁକ୍ତାକ୍ଷର ନଥିବା ଶବ୍ଦଗୁଡ଼ିକୁ ଆଦରି ନେବାକୁ ପଡ଼ିବ.. ନ ହେଲେ ସେମିତି
> ଯୁକ୍ତାକ୍ଷର ବହୁଳ ଶବ୍ଦର ପ୍ରାଚୁର୍ଯ୍ୟ ଦେଖି ଯେ କେହି ଓଡ଼ିଆ ଭାଷୀ (ମୋ ଭଳି) ଆଗଭଳି
> ଇଙ୍ଗ୍ଲିସ ଭାଷାରେ କାମ କରିବାକୁ ପସନ୍ଦ କରିବ.. ତେଣୁ 'ଦେଖଣା'ଟା ରହୁ..
>
>
>
>
> --
> ସଁବି ମହାତ
>


-- 
 ସୁବ୍ରତ କୁମାର ପୃଷ୍ଟି
ଗବେଷକ, ଉତ୍କଳ ବିଶ୍ବବିଦ୍ୟାଳୟ
ଦୂରଭାଷା-୦୯୦୯୦୪୬୫୭୫୮
53-Saheed Nagar, bhubaneswar-15
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to