ଓଡିଆଭାଷା ସଂସ୍କୃତମୁକ୍ତ ହେବା ଜରୁରୀ , ତାହା ନ ହେଲେ ମୂଳ ଓଡିଆ ଶବ୍ଦ ବ୍ୟବହାର ହୋଇପାଇବନାହିଁ | ତେଣୁ ଯଥା ସମ୍ଭବ ଯୁକ୍ତାକ୍ଷର ଶବ୍ଦ ଆଡେଇ ସହଜ ସରଳ ଗାଉଁଲି ଭାଷା ବ୍ୟବହାର କରିବାର ଆବଶ୍ୟକ ରହିଛ | ପୂର୍ବାଭାସ ବା ପୂର୍ବାବଲୋକନ ସଂସ୍କୃତଶବ୍ଦ , ଓଡିଆଭାଷା ବ୍ୟବହାରରେ ଇଗ୍ରାଜୀ ଭଳି ସଂସ୍କୃତ ଶବ୍ଦ ପ୍ରୟୋଗକୁ ବିରୋଧ କରିବା ଉଚିତ୍|
On 4/1/12, subrat prusty <[email protected]> wrote: > ଓଡିଆଭାଷା ସଂସ୍କୃତମୁକ୍ତ ହେବା ଜରୁରୀ , ତାହା ନ ହେଲେ ମୂଳ ଓଡିଆ ଶବ୍ଦ ବ୍ୟବହାର > ହୋଇପାଇବନାହିଁ | ତେଣୁ ଯଥା ସମ୍ଭବ ଯୁକ୍ତାକ୍ଷର ଶବ୍ଦ ଆଡେଇ ସହଜ ସରଳ ଗାଉଁଲି ଭାଷା > ବ୍ୟବହାର କରିବାର ଆବଶ୍ୟକ ରହିଛ | ପୂର୍ବାଭାସ ବା ପୂର୍ବାବଲୋକନ ସଂସ୍କୃତଶବ୍ଦ , > ଓଡିଆଭାଷା ବ୍ୟବହାରରେ ଇଗ୍ରାଜୀ ଭଳି ସଂସ୍କୃତ ଶବ୍ଦ ପ୍ରୟୋଗକୁ ବିରୋଧ କରିବା > ଉଚିତ୍| > > On 4/1/12, Swmbi Mwhatw <[email protected]> wrote: >> କିନ୍ତୁ ପୂର୍ବାଭାସଟା preview ନୁହେଁ, ଏହା Recap.. ତା ଛଡ଼ା ଓଡ଼ିଆ ଭାଷାକୁ ଆଜି >> ତାରିଖରେ ଯଦି ଅଧିକରୁ ଅଧିକ ଲୋକପ୍ରିୟ କରିବାକୁ ଆମେ ଚାହୁଁଛେ, ତାହେଲେ ଆମକୁ 'ଦେଖଣା' >> ଭଳି ଯୁକ୍ତାକ୍ଷର ନଥିବା ଶବ୍ଦଗୁଡ଼ିକୁ ଆଦରି ନେବାକୁ ପଡ଼ିବ.. ନ ହେଲେ ସେମିତି >> ଯୁକ୍ତାକ୍ଷର ବହୁଳ ଶବ୍ଦର ପ୍ରାଚୁର୍ଯ୍ୟ ଦେଖି ଯେ କେହି ଓଡ଼ିଆ ଭାଷୀ (ମୋ ଭଳି) ଆଗଭଳି >> ଇଙ୍ଗ୍ଲିସ ଭାଷାରେ କାମ କରିବାକୁ ପସନ୍ଦ କରିବ.. ତେଣୁ 'ଦେଖଣା'ଟା ରହୁ.. >> >> >> >> >> -- >> ସଁବି ମହାତ >> > > > -- > ସୁବ୍ରତ କୁମାର ପୃଷ୍ଟି > ଗବେଷକ, ଉତ୍କଳ ବିଶ୍ବବିଦ୍ୟାଳୟ > ଦୂରଭାଷା-୦୯୦୯୦୪୬୫୭୫୮ > 53-Saheed Nagar, bhubaneswar-15 > -- ସୁବ୍ରତ କୁମାର ପୃଷ୍ଟି ଗବେଷକ, ଉତ୍କଳ ବିଶ୍ବବିଦ୍ୟାଳୟ ଦୂରଭାଷା-୦୯୦୯୦୪୬୫୭୫୮ 53-Saheed Nagar, bhubaneswar-15 _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
