୧୬ ଅଣା ଅର୍ଥ ଏକଟଙ୍କା, ଏହା ମୁସଲମାନ ସମୟର ଗଣନ ସଂଖ୍ୟା| ୧୬ ପଣ ଅର୍ଥ ଏକ କାହାଣ | ଏହା ଆମ ପ୍ରାଚୀନ ଗଣନ ସଂଖ୍ୟା, ଯାହା ଟଙ୍କାର ପରିମାଣାତ୍ମକ ଏକକ | ଉଭୟ ସଂଖ୍ୟା ଏକ ପୂର୍ଣ୍ଣାଙ୍ଗ ରୂପ ବହନ କରେ| ତେଣୁ ଉଭୟ ଠିକ୍|
On 4/2/12, Gyan <[email protected]> wrote: > ଧନ୍ୟବାଦ ଭାଇ > Thanks & Regards, > *Jnanaranjan Sahu* > *Bhubaneswar* > > > > 2012/4/2 Sambit Mohapatra <[email protected]> > >> ଭାଇ 'ଷୋଳ ଅଣା' ର ପ୍ରୟୋଗ ଓଡ଼ିଆ ଭାଷାରେ କାଁ ଭାଁ ଚଳେ.. ହେଲେ ବି ଏଇଟା ଭୁଲ ନୁହେଁ.. >> ତେବେ ହିନ୍ଦି ଭାଷାରେ ଏହାର ପ୍ରୟୋଗ ପ୍ରଚୁର.. >> >> >> >> >> >> >>> -- >>>> ସଁବି ମହାତ >>>> >>> >>> >> >> _______________________________________________ >> Wikipedia-OR mailing list >> [email protected] >> https://lists.wikimedia.org/mailman/listinfo/wikipedia-or >> >> > -- ସୁବ୍ରତ କୁମାର ପୃଷ୍ଟି ଗବେଷକ, ଉତ୍କଳ ବିଶ୍ବବିଦ୍ୟାଳୟ ଦୂରଭାଷା-୦୯୦୯୦୪୬୫୭୫୮ 53-Saheed Nagar, bhubaneswar-15 _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
