୧୬ ଅଣା ଅର୍ଥ ଏକଟଙ୍କା, ଏହା ମୁସଲମାନ ସମୟର ଗଣନ ସଂଖ୍ୟା| ୧୬ ପଣ ଅର୍ଥ ଏକ କାହାଣ
| ଏହା ଆମ ପ୍ରାଚୀନ ଗଣନ ସଂଖ୍ୟା, ଯାହା ଟଙ୍କାର ପରିମାଣାତ୍ମକ ଏକକ | ଉଭୟ ସଂଖ୍ୟା
ଏକ ପୂର୍ଣ୍ଣାଙ୍ଗ ରୂପ ବହନ କରେ| ତେଣୁ ଉଭୟ ଠିକ୍|

On 4/2/12, Gyan <[email protected]> wrote:
> ଧନ୍ୟବାଦ ଭାଇ
> Thanks & Regards,
> *Jnanaranjan Sahu*
> *Bhubaneswar*
>
>
>
> 2012/4/2 Sambit Mohapatra <[email protected]>
>
>> ଭାଇ 'ଷୋଳ ଅଣା' ର ପ୍ରୟୋଗ ଓଡ଼ିଆ ଭାଷାରେ କାଁ ଭାଁ ଚଳେ.. ହେଲେ ବି ଏଇଟା ଭୁଲ ନୁହେଁ..
>> ତେବେ ହିନ୍ଦି ଭାଷାରେ ଏହାର ପ୍ରୟୋଗ ପ୍ରଚୁର..
>>
>>
>>
>>
>>
>>
>>> --
>>>> ସଁବି ମହାତ
>>>>
>>>
>>>
>>
>> _______________________________________________
>> Wikipedia-OR mailing list
>> [email protected]
>> https://lists.wikimedia.org/mailman/listinfo/wikipedia-or
>>
>>
>


-- 
 ସୁବ୍ରତ କୁମାର ପୃଷ୍ଟି
ଗବେଷକ, ଉତ୍କଳ ବିଶ୍ବବିଦ୍ୟାଳୟ
ଦୂରଭାଷା-୦୯୦୯୦୪୬୫୭୫୮
53-Saheed Nagar, bhubaneswar-15
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to